‘ମଲା କୁକୁରଟିକୁ ସ୍କୁଲରୁ ବାହାର କରିଦିଅ, ତୁମେ ୫୦ ଟଙ୍କା ପୁରସ୍କାର ପାଇବ’… ପିଲାମାନଙ୍କୁ ମ୍ୟାଡାମଙ୍କ ଗଜବ ଅଫର
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ହମିରପୁର ଜିଲ୍ଲାର ଏକ ସରକାରୀ ସ୍କୁଲ ପରିସରରେ ପଡ଼ିଥିବା ଏକ ମୃତ କୁକୁରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କୁହାଯାଉଛି ଯେ ଏହି କୁକୁରଟି ଅଗଷ୍ଟ ୧୫ ତାରିଖରେ ସ୍କୁଲରେ ବନ୍ଦ…