ପୋଡ଼ି ହୋଇ ଯୁବକଙ୍କ ମୃତ୍ୟୁ; ବାପ, ସାବତ ମା’ ସହ ଭାଇକୁ ବାନ୍ଧିଲା ପୋଲିସ

ବାଲିପାଟଣା: ବାଲିପାଟଣା ଯୁବକଙ୍କ ମୃତ୍ୟୁ ଘଟଣା ୩ ଜଣଙ୍କୁ ବାନ୍ଧିଲା ପୋଲିସ। ବାପା, ସାବତ ମା’, ସାନ ଭାଇକୁ ଗିରଫ କରିଛି ପୋଲିସ। ପ୍ରେସ ମିଟ୍‌ରେ ଜୋନ୍ ୪ ଏସପି ଅଭିମନ୍ୟୁ ନାୟକ ଏହି ସୂଚନା ଦେଇଛନ୍ତି।…

ତୁମେ କେବେଠୁ ମୋ ବାପା ହେଲ? କୁକୁର ମାଂସ ଖାଇଛ ବୋଲି ବେଶୀ ଭୁକୁଛ…. ଶାହିଦ୍ ଆଫ୍ରିଦିଙ୍କ ମୁହଁ ବନ୍ଦ କରିଦେଲେ ଇରଫାନ୍ ପଠାନ୍

ନୂଆଦିଲ୍ଲୀ: ପୂର୍ବତନ ଟିମ୍ ଇଣ୍ଡିଆ ଅଲରାଉଣ୍ଡର ଇରଫାନ ପଠାନ ଆଜିକାଲି ସୋସିଆଲ ମିଡିଆ ଏବଂ ସାକ୍ଷାତକାରରେ ତାଙ୍କ ସ୍ପଷ୍ଟବାଦୀ ଶୈଳୀ ପାଇଁ ଶିରୋନାମାରେ ଅଛନ୍ତି। ନିକଟରେ ଏକ ସାକ୍ଷାତକାରରେ, ସେ ଏକ ପୁରୁଣା ଘଟଣା…

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାଫଳ; 56.23% ପାସ୍, ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ ରେଜଲ୍ଟ ବି ବାହାରିଲା

ଭୁବନେଶ୍ବର: ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାଫଳ । ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାସ ହାର ରହିଛି 56.23% । ପ୍ରେସମିଟରେ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ମୋଟ 3457 ଜଣ ଫର୍ମ…

ଦେଶପ୍ରେମୀ Monkey (Video) ମେଘନାଦ ପାଚେରୀରେ ତ୍ରିରଙ୍ଗା ଧରି ବସିଲା ହନୁ, ପାଳିଲା ସ୍ୱାଧିନତା ଦିବସ

ପୁରୀ: ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହେଉଛି । ଗତକାଲି ଭାରତ ନିଜର ୭୯ତମ ସ୍ୱାଧୀନତା ଦିବସ ପାଳନ କରିଥିବାବେଳେ ସୋସିଆଲ ମିଡିଆରେ ଭିଡିଓ, ରିଲ୍ସ ସବୁ ଭାଇରାଲ ହେଉଛି । କିନ୍ତୁ ଏ ଭିତରେ ଏକ…

କୃମି ଔଷଧ ନେଉଥିଲେ, ମଳଦ୍ୱାର ପଟେ ପଶିଗଲା ବୋତଲ, ଅସ୍ତ୍ରୋପ୍ରଚାର ପରେ ପେଟରୁ ବାହାରିଲା…

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାର ନୌଗାଁ ପୋଲିସ ଷ୍ଟେସନ ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଯୁବକଙ୍କ ପେଟରୁ ଏକ ପ୍ଲାଷ୍ଟିକ୍ ବୋତଲ ବାହାର କରାଯାଇଛି। ଚାରି ଦିନ…

Asia Cup 2025: ଇଣ୍ଡିଆ ଟିମରେ ଭାରତୀୟ କ୍ୟାପଟେନଙ୍କୁ ମିଳିବନି ସ୍ଥାନ! ବନ୍ଧୁଙ୍କ ଯୋଗୁଁ ସହିବେ ବଡ଼ କ୍ଷତି

ନୂଆଦିଲ୍ଲୀ: ଏସିଆ କପରେ ୨୦୨୫ର ତାରିଖ ଯେତେ ଯେତେ ପାଖେଇ ଆସୁଛି, ଟିମ୍ ଇଣ୍ଡିଆ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ମଧ୍ୟ ଶୁଣିବାକୁ ମିଳୁଛି। ୯ ସେପ୍ଟେମ୍ବରରୁ ୟୁଏଇରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟ୍‌ରେ…

ସ୍ତ୍ରୀ ଏକ୍ସଚେଞ୍ଜ ଅଫର, ମୋ ଭାରିଜାକୁ ରଖିବୁ ତ ତୋ ସ୍ତ୍ରୀ ଦେ, ତାର ଆଉ ପିଲାର ନେବି ଯତ୍ନ

ବିହାର: ଅକ୍ଷୟ କୁମାର ଏବଂ ବବି ଦେଓଲଙ୍କ ଫିଲ୍ମ 'ଅଜନବୀ' ଆପଣମାନେ ତ ଦେଖିଥିବେ। ଏଥିରେ ଦୁହେଁ ଗୋଟିଏ ରାତି ପାଇଁ ନିଜ ସ୍ତ୍ରୀ ବଦଳ କରନ୍ତି। କିନ୍ତୁ ପ୍ରକୃତରେ ଏଭଳି ଘଟଣା ଆଜିକାର ସମାଜରେ ଘଟୁଛି। ଏପରି ଅନେକ…

ଖୋଲିଲା ରସିକିଆ ବାବାଙ୍କ ପୋଲ୍: ଠାକୁରଙ୍କ ସେବା ନା’ରେ ମହିଳାଙ୍କ ସହ ରୋମାନ୍ସ କରୁଥିଲେ ଭଣ୍ଡ ବାବା

ଢେଙ୍କାନାଳ: ଢେଙ୍କାନାଳ ମଠକରଗୋଳାରେ ବାବାଙ୍କ କେଳେଙ୍କାରୀ ଘଟଣାରେ ଗିରଫ ହେଲେ ସମ୍ପୃକ୍ତ ରସିକିଆ ବାବା । ଗିରଫ ହେଲେ ବାବା ମଦନ ମୋହନ ପରିଡ଼ା । ବାବାଙ୍କ ବିରୋଧରେ ଲାଗିଛି ସଙ୍ଗୀନ ଦଫା । ୩୦୩ (୨) ଜୋରି କରିବା…

ପ୍ରେମିକ ସହ ଭଉଣୀ ଫେରାର ହେବାରୁ ଶଳାର ବିଗିଡ଼ିଲା ମୁଣ୍ଡ, ତାଲିବାନ୍ ଭଳି ଭିଣୋଇକୁ ହତ୍ୟା କଲା ଭାଇ, ଶେଷରେ..

ଗୁରୁଗ୍ରାମ: ହରିୟାଣାର ଗୁରୁଗ୍ରାମରେ ଏକ ଛାତି ଥରାଇ ଦେଲା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇ ତାଙ୍କ ମୃତଦେହକୁ ଆରାବଲି ପାହାଡ଼ରେ ଫିଙ୍ଗି ଦିଆଯାଇଥିଲା। ଯୁବକ ଜଣକ କିଏ…

ଇକୋ ରିସର୍ଟରେ ଅଘଟଣ, ସୁଇମିଂ ପୁଲରେ ବୁଡ଼ି ଜଣେ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ

ଢେଙ୍କାନାଳ: ସୁଇମିଂ ପୁଲରୁ ପର୍ଯ୍ୟଟକଙ୍କ ମୃତ ଦେହ ଉଦ୍ଧାର । ସହର ଥାନା ଧୀରପାଟଣା ନିକଟ ଇକୋ ରିସର୍ଟ ସୁଇମ୍ଂ ପୁଲରେ ଅଘଟଣ । ଆଠଗଡ଼ ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର । ମୃତକ ଜଣକ ଉତ୍ତରାଖଣ୍ଡର ବୋଲି ସୂଚନା…