ବିନା ଇଣ୍ଟରନେଟରେ ଗୋଟିଏ ମୋବାଇଲରୁ ଆଉ ଗୋଟିଏ ମୋବାଇଲକୁ ବଡ଼ ବଡ଼ ଫାଇଲ କେମିତି କରିବେ ସେୟାର, ଜାଣନ୍ତୁ…
ଓଡିଶା ଭାସ୍କର: ଆଜିର ଡିଜିଟାଲ୍ ଯୁଗରେ ମୋବାଇଲ୍ ରୁ ମୋବାଇଲ୍ କୁ ଫଟୋ, ଭିଡିଓ ଏବଂ ଡକ୍ୟୁମେଣ୍ଟ୍ ସେୟାର କରିବା ଏକ ସାଧାରଣ କଥା ହୋଇଗଲାଣି। କିନ୍ତୁ, ଯେତେବେଳେ ଇଣ୍ଟରନେଟ୍ ସଂଯୋଗ ନଥାଏ, ଲୋକମାନେ ଫାଇଲ୍ କିପରି…