ଖୋଲିବ ହୀରକୁଦ୍ ଗେଟ୍, ଉପର ମୁଣ୍ଡରେ ବର୍ଷା ପାଇଁ ବଢ଼ୁଛି ଜଳଭଣ୍ଡାରର ଜଳସ୍ତର
ସମ୍ବଲପୁର: ଆଜି ପୁଣି ଖୋଲିବ ହୀରାକୁଦ ଜଳ ଭଣ୍ଡାରର ଗେଟ୍ । ୨୪ ଘଣ୍ଟାରେ ଜଳସ୍ତର ୩ଫୁଟ୍ ବଢ଼ିଲାଣି ।
ହୀରାକୁଦ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୦. ୧୦ ଫୁଟ୍ । ପ୍ରବେଶ କରୁଛି ୨ ଲକ୍ଷ ୪୩ ହଜାର ୮୩୧ କ୍ୟୁସେକ୍ ଜଳ ।…