କ୍ରାଇମ୍ ପେଟ୍ରୋଲ ଦେଖି ପ୍ରେମିକକୁ ହତ୍ୟା; ଘରକୁ ଡାକି ନିର୍ଦ୍ଧୁମ ପିଟିଲା, ପଥରରେ ମୁହଁକୁ ଛେଚିଲା, ପ୍ରାଇଭେଟ ପାର୍ଟକୁ କାଟିଦେଲା

ମଧ୍ୟପ୍ରଦେଶ: ଇନ୍ଦୋରରେ ଜଣେ ମହିଳା ତାଙ୍କ ପ୍ରେମିକଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି । ମହିଳା ଜଣକ ଅନ୍ୟ କାହାକୁ ବିବାହ କରିଥିଲେ। କିନ୍ତୁ ପ୍ରେମିକ ବାରମ୍ବାର ମହିଳାଙ୍କୁ ଭେଟିବାକୁ ଜିଦ୍ କରୁଥିଲା ଏବଂ…

୨ ସ୍ତ୍ରୀଙ୍କ କଳିରେ ବଳି ପଡ଼ିଲା ସ୍ୱାମୀ, ଦ୍ୱିତୀୟ ସ୍ତ୍ରୀ କାଟିଦେଲା ସ୍ୱାମୀର ଯୌନାଙ୍ଗ

ଜଗଦିଶପୁର: ଘରୋଇ କଳି ପାଇଁ ସ୍ୱାମୀର ଗୁପ୍ତାଙ୍ଗ କାଟି ଦେଲା ସ୍ତ୍ରୀ । ଖବର ପଢ଼ିଲାବେଳକୁ ଅଜବ ଲାଗିଲେ ମଧ୍ୟ ଏହା ସତ । ଏମିତି ଘଟଣା ଘଟିଛି ଉତ୍ତର ପ୍ରଦେଶ ଜଗଦିଶପୁର ଅଞ୍ଚଳ ଫସନଗଞ୍ଜ କଚନ ଗ୍ରାମରେ । ସେଠାରେ…

ପ୍ରତିଦିନ ସକାଳ 3ଟାରୁ 5ଟା ମଧ୍ୟରେ ନିଦ ଭାଙ୍ଗୁଥିଲେ ସାବଧାନ! ହୋଇପାରେ ଏହି ଜଟିଳ ସମସ୍ୟା

ନୂଆଦିଲ୍ଲୀ: ଯଦି ପ୍ରତିଦିନ ଭୋର 3 ରୁ 5 ଟା ମଧ୍ୟରେ ଆଲାର୍ମ ବିନା ଉଠିଯାଆନ୍ତି, ତେବେ ଆପଣଙ୍କ ଶରୀର ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ସଙ୍କେତ ଦେଉଥିବ । ଏହା କେବଳ ଏକ ସଂଯୋଗ ନୁହେଁ, ବରଂ ଏହା ଆପଣଙ୍କ ଶରୀର ଘଣ୍ଟା…

ଘରେ ଠାକୁର ପୂଜା ବେଳେ ଅଘଟଣ, ଦୀପ ନିଆଁରେ ଜଳିଗଲେ ମହିଳା

ଖୋର୍ଦ୍ଧା: ଜଟଣୀରୁ ସମ୍ନାକୁ ଆସିଛି ଏକ ହୃଦୟବିଦାରକ ଘଟଣା । ଦୀପ ନିଆଁରେ ଜଳି ମହିଳା ଜୀବନ୍ତ ଦଗ୍ଧ । ଏହି ଦୁଃଖଦ ଘଟଣା ଘଟିଛି ଜଟଣୀ ରଥିପୁର ଗାଁରେ । ଘରେ ଠାକୁର ପୂଜା କରୁଥିବା ବେଳେ ଦୀପରୁ ନିଆଁ ଲାଗି ଯାଇ…

ବାପା, ମା’ଙ୍କ ସାମ୍ନାରୁ ବଢ଼ିଲା ଝିଅକୁ ଟେକି ନେଲେ ମାସ୍କ ପିନ୍ଧା ଯୁବକ

ଉଦଳା: ଉଦଳାରେ ଘଟିଛି ଜଘନ୍ୟ ଅପରାଧ । ମୁହଁରେ ମାସ୍କ ଲଗାଇ ବାପା, ମା’ଙ୍କ ସାମ୍ନାରୁ ଝିଅକୁ ଟେକିନେଲେ ଦୁର୍ବୃତ୍ତ । ଉଦଳା ବଜାରରେ ଅପହରଣ କରିନେଲେ ମୁଖାପିନ୍ଧା ୪ରୁ ୫ ଦୁର୍ବୃତ୍ତ । ବାପା, ମା’ ବିରୋଧ…

୧୦ଟାରେ ଦରମା ୧୦ଟା ୫ରେ ଇସ୍ତଫା… HRଙ୍କ ପୋଷ୍ଟ ପାଲଟିଲା ଚର୍ଚ୍ଚାର ବିଷୟ

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆରେ ଏକ ଅନନ୍ୟ ଘଟଣା ଚର୍ଚ୍ଚା ହେଉଛି । ଯେଉଁଠାରେ ଜଣେ କର୍ମଚାରୀ ଯୋଗଦାନ କରିବାର ମାତ୍ର ଗୋଟିଏ ମାସ ପରେ ଏବଂ ପ୍ରଥମ ଦରମା ପାଇବାର ମାତ୍ର 5 ମିନିଟ୍ ପରେ ଇସ୍ତଫା ଦେଇଥିଲେ ।…

ବିଚିତ୍ର ସଂଯୋଗ: ଛତିଶଗଡ଼ ଯୁବକଙ୍କ ସହ ଫୋନରେ କଥା ହେଲେ ଷ୍ଟାର କ୍ରିକେଟର ବିରାଟ ଓ ଅନ୍ୟମାନେ

ରାୟପୁର: ଭାରତୀୟ କ୍ରିକେଟର ତଥା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ଅଧିନାୟକ ରଜତ ପତିଦାରଙ୍କ ସହିତ ଏକ ଅଜବ ଘଟଣା ଘଟିଛି। ରଜତଙ୍କ ପୁରୁଣା ମୋବାଇଲ୍ ନମ୍ବରକୁ ନେଇ ଆସିଛି ଏହି ଖବର। ଶେଷରେ ପୋଲିସକୁ ଏହି…

ଦେଶକୁ ବଡ଼ ଉପହାର, ୩ ବନ୍ଦେ ଭାରତ ଏକ୍ସପ୍ରେସ୍ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ବାଙ୍ଗାଲୁରୁ: ଦେଶକୁ ବଡ଼ ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦୀ । ଆଜି 3ଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ସବୁଜ ପତାକା ଦେଖାଇ ମୋଦୀ ଏହାର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର…

ଡାଇରିଆ ବୋଲି ମାଆକୁ ବି…ମୃତ୍ୟୁ ପରେ ମୃତଦେହକୁ ଛାଡି ପଳାଇଲେ ପୁରା ପରିବାର, 40 ଘଣ୍ଟା ପରେ ଗାଁ ଲୋକେ କଲେ ଶେଷକୃତ୍ୟ

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ଗଢ଼ୱା ଜିଲ୍ଲାରୁ ମାନବଜାତିକୁ ଥରାଇ ଦେଇଥିବା ଏକ ଘଟଣା ସାମ୍ନାକୁ ଆସିଛି । ଭବନାଥପୁର ପଞ୍ଚାୟତର ବୁକା ଗାଁର ତିନକୋନିଆ ଟୋଲାରେ 80 ବର୍ଷୀୟା ତେତ୍ରୀ ଦେବୀଙ୍କ ଡାଇରିଆରେ ମୃତ୍ୟୁ ପରେ,…

ଆଉ ସୁରକ୍ଷିତ ନାହାଁନ୍ତି ଝିଅ-ବୋହୂ, 6 ମାସରେ ହେଲାଣି 200 ରୁ ଅଧିକ ଗଣଦୁଷ୍କର୍ମ

ରାଜସ୍ଥାନ: ଦେଶରେ ଆଉ ଝିଅମାନେ ସୁରକ୍ଷିତ ନାହାଁନ୍ତି। 6 ମାସରେ 200 ରୁ ଅଧିକ ହେଲାଣି ଗଣଦୁଷ୍କର୍ମ। ରାଜସ୍ଥାନରେ ନାବାଳିକା ଏବଂ ଯୁବତୀଙ୍କସହ ଯେଉଁ ଅପରାଧ ହେଉଛି ତାହା ଏବେ ସବୁଠୁ ଅଧିକ ଚିନ୍ତାର ବିଷୟ ପାଲଟିଛି।…