ଲଗାତାର 5 ଦିନ ରାଜ୍ୟକୁ କନ୍ଦାଇବ ବର୍ଷା, ତ୍ରାହି ତ୍ରାହି କହିବେ ଲୋକେ, ହେଲେବି ଆହୁରି ବିକଳ କରିବ ବିଜୁଳି, ଘଡ଼ଘଡି…
ଓଡ଼ିଶା ଭାସ୍କର: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ପୁଣି ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା 5 ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିବ । ଉତ୍ତର ପଶ୍ଚିମ…