‘ଇଣ୍ଡିପେଣ୍ଡେନ୍ସ’ ବ୍ରାଣ୍ଡ ଲଞ୍ଚ କଲେ ମୁକେଶ ଅମ୍ବାନୀ, ଏବେ ଘରେ ଘରେ ପହଞ୍ଚିବ ରିଲାଏନ୍ସ
ନୂଆଦିଲ୍ଲୀ: ପେଟ୍ରୋଲିୟମ ଏବଂ ଟେଲିକମ୍ ଦୁନିଆରେ ନିଜର ସାମ୍ରାଜ୍ୟ ବିସ୍ତାର କରିବା ପରେ ଏବେ ଫାଷ୍ଟ୍ ମୁଭିଂ କନଜ୍ୟୁମର ଗୁଡ୍ସ(ଏଫ୍ଏମସିଜି) କ୍ଷେତ୍ରରେ ନଜର ପକାଇଛନ୍ତି ଭାରତର ଶିଳ୍ପପତି ମୁକେଶ ଅମ୍ବାନୀ । ଝିଅ…