ଜଞ୍ଜିର ଲଗାଇ ଏଟିଏମ ଉଠାଇ ନେଲେ ଦୁବୃର୍ତ୍ତ : କ୍ୟାମରାରେ କଏଦ ହେଲା ଦୃଶ୍ୟ

ନୂଆଦିଲ୍ଲୀ: ରାଜସ୍ଥାନର ଯୋଧପୁରରେ ଡକାୟତମାନଙ୍କ ଦୌରାତ୍ମ୍ୟ ବଢି ଚାଲିଛି । ଯାହା ଆପଣ ଏକ ଭିଡିଓ ଦେଖିଲେ ଅନୁମାନ କରିପାରିବେ । ବିମାନବନ୍ଦର ପୋଲିସ ଷ୍ଟେସନ ପରିସରର ଶିଖରଗଡ ମିନି ମାର୍କେଟରେ ଏଟିଏମ ଡକାୟତି ଘଟଣା…

ସମାପ୍ତ ହୋଇଯିବ Pension ଓ Gratuity! ବଦଳିଲା ନିୟମ, ନୋଟିଫିକେସନ ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଗତ ଦିପାବଳୀ ଅବସରରେ କେନ୍ଦ୍ର ସରକାର କର୍ମଚାରୀଙ୍କୁ ମହଙ୍ଗା ଭତ୍ତା (ଡିଏ) ସହିତ ବୋନସ୍ ଉପହାର ଦେଇଥିଲେ । ତେବେ ଏହା ମଧ୍ୟରେ କେନ୍ଦ୍ର ସରକାର କର୍ମଚାରୀଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି । ଏ ବାବଦରେ ଏକ…

ପାର୍ଟନରକୁ ବାରମ୍ବାର ମେସେଜ କରିବା ହୋଇପାରେ ବିପଦ: ଜାଣନ୍ତୁ କେଉଁ ସମୟରେ ପଠାଇବେ ନାହିଁ ମେସେଜ

ସମସ୍ତେ ଏକ ଦୃଢ ଏବଂ ଦୀର୍ଘସ୍ଥାୟୀ ସମ୍ପର୍କ ରଖିବାକୁ ଚାହାଁନ୍ତି । ବେଳେବେଳେ କପଲ୍ସମାନଙ୍କର କିଛି ଭୁଲ ସମ୍ପର୍କକୁ ଦୁର୍ବଳ କରିଦିଏ । ପାର୍ଟନରକୁ ବାରମ୍ବାର ମେସେଜ ପଠାଇବା ମଧ୍ୟ ଏହି ଭୁଲ ମଧ୍ୟରୁ ଗୋଟିଏ ।…

Power Grid Corporation ପକ୍ଷରୁ ବାହାରିଲା ୮୦୦ ପଦବୀ: ଆସନ୍ତା ୧୨ ଦିନ ମଧ୍ୟରେ ଆବେଦନ କରନ୍ତୁ

ନୂଆଦିଲ୍ଲୀ: ଚାକିରି ଖୋଜୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭଲ ଖବର ଆସିଛି । ପାୱାର ଗ୍ରୀଡ୍ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ (ପିଜିସିଆଇଏଲ) ପକ୍ଷରୁ ୮୦୦ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ…

ସକାଳେ ଜଳଖିଆ ସ୍କିପ କରୁଛନ୍ତି କି? ହୋଇଯାଆନ୍ତୁ ସାବଧାନ, ନଚେତ ହେବ ମାରାତ୍ମକ ରୋଗ

ଜଳଖିଆ ହେଉଛି ଆମ ଖାଦ୍ୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୋଜନ । ଅନ୍ୟପଟେ, ଯଦି ଆପଣ ସକାଳେ ଜଳଖିଆ ନକରନ୍ତି, ତେବେ ଆପଣଙ୍କର ଗୁରୁତର ସମସ୍ୟା ହୋଇପାରେ । ଜଳଖିଆ ନଖାଇବା ଦ୍ୱାରା ଆପଣଙ୍କ ହୃଦୟ ଭଲ ଭାବରେ କାମ କରେ…

ମଧ୍ୟାହ୍ନଭୋଜନ ଖାଇ ୧୨୩ ଛାତ୍ରଛାତ୍ରୀ ଅସୁସ୍ଥ: ଖାଇ ସାରିବା ପରେ ମୁଣ୍ଡ ବୁଲାଇଲା, ପେଟ ଯନ୍ତ୍ରଣା ହେଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଧ୍ୟାହ୍ନଭୋଜନ ଯେ ବିପଦ ଡାକି ଆଣିବ ଏକଥା କିଏ ଜାଣିଥିଲା । ଛୋଟ ଛୋଟ ପିଲାମାନେ ଖୁସଖୁସିରେ ମଧ୍ୟାହ୍ନଭୋଜନ ଖାଇଥିବା ବେଳେ ଏହା ସେମାନଙ୍କର ପାଇଁ କାଳ ସାଜିଲା । ଏକସଙ୍ଗେ ଶତାଧିକ…

ଦେଶର ୬୬ ପ୍ରତିଶତ ସ୍କୁଲରେ ଇଣ୍ଟରନେଟ ବ୍ୟବସ୍ଥା ନାହିଁ: ଓଡ଼ିଶାର ସ୍ଥିତି ଭୟଙ୍କର- UDISE+ Report

ନୂଆଦିଲ୍ଲୀ: ଡିଜିଟାଲ ଶିକ୍ଷାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ ଏନେଇ ଏକ ନୂଆ ରିପୋର୍ଟ ସାମ୍ନାକୁ ଆସିଛି । ତେବେ ସାରା ଦେଶର ୬୬ ପ୍ରତିଶତ ସ୍କୁଲରେ ଇଣ୍ଟରନେଟ ବ୍ୟବସ୍ଥା ନାହିଁ । ବିହାରରେ…

(Video) ଗୋଟିଏ ପ୍ରେମିକ ପାଇଁ ୫ ଯୁବତୀଙ୍କ ଲଢ଼େଇ : ଲାତ –ଗୋଇଠା ସହ ଉପାଡିଦେଲେ ଚୁଟି

ଆଜିକାଲି ସୋସିଆଲ ମିଡିଆରେ ଅନେକ ଭିଡିଓ ଦେଖିବାକୁ ମିଳିଯାଉଛି, ଯେଉଁଟାରେ ପ୍ରେମିକ ବା ପ୍ରେମିକା ପାଇଁ ପୁଅ-ଝିଅ ପରସ୍ପର ମଧ୍ୟରେ ଲଢ଼େଇ ଲାଗୁଛନ୍ତି । ଏଥିପାଇଁ ହୋଇଥିବା ଲଢ଼େଇ ବହୁତ ଭୟଙ୍କର ହୋଇଥାଏ ଯାହାକୁ ଦେଖି…

ନାବାଳିକାଙ୍କୁ ଦୁଷ୍କର୍ମ ହେଉଥିବା ଦେଖି ନୃଶଂସତା ଦେଖାଇଲେ ହେଡମାଷ୍ଟର: ବଞ୍ଚାଇବା ବଦଳରେ ନିଜେ କଲେ ଦୁଷ୍କର୍ମ

ନୂଆଦିଲ୍ଲୀ:ବିହାରର ଏକ ଗ୍ରାମରେ ନାବାଳିକା ଶୌଚ କରିବାକୁ ଯାଇଥିବା ସମୟରେ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ମାମଲା ସାମ୍ନାକୁ ଆସିଛି । ଶନିବାର ଦିନ ବିହାରର କୈମୁର ଜିଲ୍ଲାରେ ଜଣେ ୧୪ ବର୍ଷର ନାବାଳିକାକୁ କିଛି ଯୁବକ…

ଦେଶବାସୀଙ୍କ ପାଇଁ ବଡ଼ ଖୁସି ଖବର! ଭାରତରେ ଆୟୋଜିତ ହେବ ୨୦୩୬ ଅଲିମ୍ପିକ୍ସ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ: ଦିନକୁ ଦିନ ଭାରତର ଶକ୍ତି ବିଶ୍ୱରେ ବଢ଼ିବାରେ ଲାଗିଛି । କରୋନା ସମୟରେ ଭାରତ ବିଭିନ୍ନ ଦେଶକୁ ଟିକା ପ୍ରଦାନ କରିଥିଲା । ସେହିପରି ୟୁକ୍ରେନ-ରୁଷିଆ ଯୁଦ୍ଧ ସମୟରେ ବିଭିନ୍ନ ଦେଶକୁ ଖାଦ୍ୟଶସ୍ୟ ଯୋଗାଇବା ସହ…