‘ରାଷ୍ଟ୍ରପତି ଜଣେ ଅତି ଭଲ ଏବଂ ସ୍ନେହୀ ମହିଳା’… ଦଳୀୟ ନେତାଙ୍କ ବିବୃତ୍ତି ପାଇଁ କ୍ଷମା ମାଗିଲେ ମମତା ବାନାର୍ଜୀ
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଟିଏମସି ବିଧାୟକଙ୍କ ବିବାଦୀୟ ବୟାନକୁ ନେଇ ମମତା ବାନାର୍ଜୀ ବଡ଼ ଆଡ଼ୁଆରେ ପଡିଥିଲେ । ବିରୋଧୀ ଲଗାତାର ମମତା କ୍ଷମା ମାଗନ୍ତୁ ବୋଲି ଦାବି କରୁଥିଲେ । ଏହାରି ମଧ୍ୟରେ…