(ଭିଡିଓ) ପୁଣି ସାମ୍ନାକୁ ଆସିଲା ସିନିୟରଙ୍କ ଦାଦାଗିରି, ଚାପୁଡା ଉପରେ ଚାପୁଡା ମାରି ଜୀବନରୁ ମାରିଦେବାକୁ ଉଦ୍ୟମ! ଦେଖନ୍ତୁ ଭିଡିଓ
ନୂଆଦିଲ୍ଳୀ: ରାଗିଙ୍ଗକୁ ନେଇ ଯେତେ କଡା ନିୟମ ଆସିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏହା ହୋଇ ଆସୁଛି । ଏହା ପାଇଁ ଏବେ ମଧ୍ୟ ଅନେକ ଜୀବନ ହାରୁଛନ୍ତି । ତେବେ ଏହି ରାଗିଙ୍ଗ ର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ…