ଜଷ୍ଟିସ ୟୁୟୁ ଲଲିତ ଶେଷ କାର୍ଯ୍ୟ ଦିନ: ଆଜି ୬ଟି ବଡ଼ ମାମଲାରେ ଶୁଣାଇବେ ରାୟ , ଆସନ୍ତା କାଲି ଠାରୁ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ…

ନୂଆଦିଲ୍ଲୀ:ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତଙ୍କର ଆଜି ହେଉଛି ଅନ୍ତିମ କାର୍ଯ୍ୟ ଦିବସ । ବୁଧବାର ଜଷ୍ଟିସ ୟୁୟୁ ଲଳିତ ଅବସର ନେବେ । ତେବେ ଆଜିର ଏହି ଶେଷ ଦିନରେ ମୋଟ ୬ଟି ବଡ ମାମଲାରେ ନିଷ୍ପତ୍ତି…

ପ୍ରକାଶ ପାଇଲା ଯୁକ୍ତ ଦୁଇ ଫର୍ମ ପୂରଣ ତାରିଖ

ଭୁବନେଶ୍ୱର: ନଭେମ୍ବର ୧୪ ତାରିଖରେ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ୨ ପାରୀକ୍ଷାର ଫର୍ମପୂରଣ । ଯୁକ୍ତ ୨ର କଳା, ବିଜ୍ଞାନ, ବାଣିଜ୍ୟ ସହ ଧନ୍ଦାମୂଳକ ପରୀକ୍ଷା ହେବାକୁ ଯାଉଛି । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ…

ରେଳମନ୍ତ୍ରାଳୟ ପକ୍ଷରୁ ବଡ଼ ସୂଚନା: ଏଣିକି ମହିଳାଙ୍କୁ ମିଳିବ କନଫର୍ମ ସିଟ୍ ,ଜାଣନ୍ତୁ କିପରି ଉଠେଇ ପାରିବେ ଫାଇଦା

ନୂଆଦିଲ୍ଲୀ: ଏଣିକି ମହିଳାଙ୍କୁ ସିଟ୍ ପାଇଁ ଚିନ୍ତା କରିବାକୁ ପଡିବ ନାହିଁ । ରେଲୱେ ପକ୍ଷରୁ ମହିଳାଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି । ରେଲ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମହିଳାଙ୍କୁ ଧ୍ୟାନରେ ରଖି ବଡ଼ ଘୋଷଣା କରିଛନ୍ତି ।…

ଶ୍ରୀ ମନ୍ଦିରରେ ଅଘଟଣ; ମହିଳା ଭକ୍ତଙ୍କୁ ପୋଲିସର ମାଡ

ପୁରୀ: ଆଜି ପଞ୍ଚୁକର ଚତୁର୍ଥ ଦିନ ଥିବାବେଳେ ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଯେଉଁଥିପାଇଁ ଶ୍ରୀମନ୍ଦିରରେ ଭକ୍ତମାନଙ୍କ ଭିଡ ଦେଖିବାକୁ ମିଳିଛି । ତେବେ ଏହାରି ମଧ୍ୟରେ ଶ୍ରୀମନ୍ଦିରରୁ ଏକ…

୨୭ବର୍ଷ ଗୁଜୁରାଟ ଶାସନଗାଦିରେ ବିଜେପି, ଏହାପଛରେ ହୋଇପାରେ ୩ଟି ମୁଖ୍ୟ କାରଣ

ଗୁଜୁରାଟ: ଦେଶରେ ନିର୍ବାଚନ ପ୍ରସ୍ତୁତି ଚାଲିଥିବା ବେଳେ, ଗୁଜୁରାଟ ନିର୍ବାଚନ ରଣନୀତି ଯୋରଧରିଛି । ଆଗକୁ ଆସୁଛି ଗୁଜୁରାଟ ବିଧାନସଭା ନିର୍ବାଚନ । ବିଧାନସଭାର ୧୮୨ସିଟ ପାଇଁ ୨ଟି ପର୍ଯ୍ୟାୟରେ ମତଦାନ ହେବ । ତେଣୁ…

ଟ୍ୱିଟର ପରେ ସୋସିଆଲ ମିଡିଆ ମେଟା ର ପାଳି , ବଡ଼ ଧରଣର ଛଟେଇର ଯୋଜନା କରୁଛି Meta!

ନୂଆଦିଲ୍ଲୀ : ଟ୍ୱିଟର ପରେ ସୋସିଆଲ ମିଡିଆ ସାଇଟ ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟାରେ ବ୍ୟାପକ ଛଟେଇ ହେବାର ଖବର ଏବେ ସାମ୍ନା କୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ମାର୍କ ଜୁକରବର୍ଗଙ୍କ କମ୍ପାନୀ ତରଫରୁ ଏହି…

ଆଜି ପଞ୍ଚୁକର ଚତୁର୍ଥ ଦିନ; ଲକ୍ଷ୍ମୀନୃସିଂହ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ: ହିନ୍ଦୁ ଧର୍ମରେ କାର୍ତ୍ତିକ ମାସର ଅନେକ ମାହାତ୍ମ୍ୟ ଏବଂ ଗୁରୁତ୍ୱ ରହିଛି । ଯାହାକି ଅନ୍ୟ ମାସ ତୁଳନାରେ ଏହି ମାସ ଭିନ୍ନ ହୋଇଥାଏ । ଏହି ମାସରେ ଲୋକେ ଦାନ ଧର୍ମ କରିବା ସହ ବିଭିନ୍ନ ଓଷା ମଧ୍ୟ କରିଥାନ୍ତି ।…

Twitter New Rule :ଭୁଲରେ ରେ ମଧ୍ୟ କରନ୍ତୁ ନାହିଁ ଏହି କାର୍ଯ୍ୟ, ନଚେତ ଆପଣଙ୍କ ଟ୍ୱିଟର ଆକାଉଣ୍ଟରୁ ହଟି ଯାଇପାରେ BlueTick !

ନୂଆଦିଲ୍ଲୀ :ଏଲନ୍ ମସ୍କ ଟ୍ୱିଟର କିଣିବା ପରେ ପ୍ରତିଦିନ କିଛି ନା କିଛି ନୂଆ ଅପଡେଟ୍ ଆସୁଛି। ଏଭଳି ପରିସ୍ଥିତିରେ ସୋମବାର ସକାଳେ ଏଲନ୍ ମସ୍କ ଆଉ ଏକ ବଡ଼ ଖବର ଟୁଇଟ୍ କରିଛନ୍ତି। ମସ୍କର ଟ୍ୱିଟର ଆକାଉଣ୍ଟକୁ ସ୍ଥଗିତ…

ପଛକୁ ପଛ ପିଟିହେଲେ ୩ ଗାଡି ; ୩ ମୃତ, ୪ ଆହତ

ସୋର: ଆଜିକାଲି ଦେଶ ତଥା ରାଜ୍ୟରେ ସଡକ ଦୁର୍ଘଟଣା ମାମଲା ବଢିବାର ଲାଗିଛି । ପ୍ରତ୍ୟେକ ଦିନ ଏହି ଦୁର୍ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ହେଉଥିବାବେଳେ ବହୁ ଲୋକ ଆହତ ମଧ୍ୟ ହେଉଛନ୍ତି । ତେବେ ସିମୁଳିଆ ଥାନା ଜାମୁଝାଡି…

Tirupati Balaji temple ର ସମ୍ପତି ଘୋଷଣା କଲା ଟ୍ରଷ୍ଟ, ବ୍ୟାଙ୍କରେ ଜମା ରହିଛି ୫୩୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ସୁନା ଓ ୧୬ ହଜାର…

ତିରୁପତି: ଆନ୍ଧ୍ରପ୍ରଦେଶର ତିରୁପତିଠାରେ ଅବସ୍ଥିତ ପ୍ରଭୁ ଭେଙ୍କଟେଶ୍ୱର ମନ୍ଦିର, ଯାହା ଭାରତର ସବୁଠାରୁ ଧନୀ ମନ୍ଦିର ବୋଲି ବିବେଚନା କରାଯାଏ । ଏହି ମନ୍ଦିରର ମୋଟ ସମ୍ପତ୍ତି ୨.୩ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ…