ଖବର ଟି-୨୦ ବିଶ୍ୱକପ: ଆୟରଲାଣ୍ଡକୁ ହରାଇ ପ୍ରଥମ ଦଳ ଭାବେ ସେମିଫାଇନାଲରେ ନ୍ୟୁଜିଲାଣ୍ଡ Odisha Bhaskar Bureau Nov 4, 2022 ନୂଆଦିଲ୍ଲୀ: ଚାଲିଥିବା ଟି-ଟ୍ୱେଣ୍ଟି ବିଶ୍ୱକପରେ ପ୍ରଥମ ଦଳ ଭାବେ ନ୍ୟୁଜିଲାଣ୍ଡ ସେମିଫାଇନଲରେ ସେମିଫାଇନାଲରେ ପହଂଚିଛି। ସୁପର ୧୨ ମ୍ୟାଚରେ ନ୍ୟୁଜିଲାଣ୍ଡ ଆୟରଲାଣ୍ଡକୁ ୩୫ ରନରେ ହରାଇ ଏହି ସଫଳତା ପାଇଛି।…
Breaking News OSSC ପକ୍ଷରୁ ଆସିଲା ନିଯୁକ୍ତି ସୁଯୋଗ: ୧୨୨୫ଟି ପଦବୀ ପାଇଁ ବାହାରିଲା ବିଜ୍ଞାପନ Manas Pradhan Nov 4, 2022 ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନ (ଓଏସଏସସି) ପକ୍ଷରୁ ନିଯୁକ୍ତି କ୍ଷେତ୍ରରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି । ଏଣିକି ରାଜ୍ୟର ବିଭିନ୍ନ ବିଭାଗରେ ଖାଲିଥିବା ସ୍ନାତକ ସ୍ତରର ପଦବୀ ପୂରଣ ପାଇଁ ଗୋଟିଏ ପରୀକ୍ଷା…
Breaking News Video: ଅହଙ୍କାରୀ ମଣିଷର ନିଷ୍ଠୁର କାର୍ଯ୍ୟ, କାର୍କୁ ଛୁଇଁ ଦେବାରୁ ନାବାଳକର ଛାତିକୁ ମାରିଲେ ଗୋଇଠା Odisha Bhaskar Bureau Nov 4, 2022 କେରଳ: ଶିକ୍ଷିତ ମଣିଷର ଅଶିକ୍ଷିତ ବ୍ୟବହାର। ଟଙ୍କା ବଳରେ ସାଧାରଣ ମଣିଷ ଅହଙ୍କାର ତଥା ମିଥ୍ୟା ବଡ଼ିମା ଦେଖାଇଥାଏ। ମଣିଷ ନିଜର ଅହଙ୍କାରରେ ଏପରି ଅନ୍ଧ ହୋଇଯାଏ ଯେ, ଦୟା, କ୍ଷମା ସବୁକିଛି ଭୁଲିଯାଏ। ଏଭଳି ଏକ…
Featured ଫିଫା ବିଶ୍ୱକପ ପୂର୍ବରୁ ଜର୍ମାନୀକୁ ଲାଗିଲା ଝଟକା: ଦଳରୁ ବାଦ ପଡିଲେ ଷ୍ଟାର ଷ୍ଟ୍ରାଇକର Abinash Kumar Dhal Nov 4, 2022 ବର୍ଲିନ: ଆସନ୍ତା ଫିଫା ବିଶ୍ୱକପ-୨୦୨୨ ପୂର୍ବରୁ ଜର୍ମାନୀକୁ ଏକ ଶକ୍ତ ଝଟକା ଲାଗିଛି । କତାରରେ ହେବାକୁ ଥିବା ଏହି ବିଶ୍ୱକପ ପାଇଁ ଦଳରୁ ବାଦ ପଡିଛନ୍ତି ଆର.ବି ଲିପଜିଗ ଷ୍ଟ୍ରାଇକର ଟିମୋ ୱେର୍ଣ୍ଣର । ତେବେ କେବଳ ଏହି…
Breaking News ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ ସମ୍ମେଟିଭ୍ ପରୀକ୍ଷା: ୧୧ରୁ ପ୍ରାକ୍ଟିକାଲ, ବୋର୍ଡ ପକ୍ଷରୁ ସୂଚନା Manas Pradhan Nov 4, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୂଆ ଅପଡେଟ୍ ଆସିଛି । ଆସନ୍ତା ୨୩ ତାରିଖଠାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ସମ୍ମେଟିଭ୍ ଆସେସମେଣ୍ଟ-୧ ପରୀକ୍ଷା ଆରମ୍ଭ ହେବ । ୨୩ରୁ ୩୦ ତାରିଖ…
Featured କୋଲେଷ୍ଟ୍ରଲର ସଂକେତ ଦେଇଥାଏ ଏହି ୪ ଟି ଲକ୍ଷଣ; ସମୟ ଥାଉ ଥାଉ ହୋଇଯାଆନ୍ତୁ ସତର୍କ Abinash Kumar Dhal Nov 4, 2022 ଆଜିକାଲିର ବ୍ୟସ୍ତବହୁଳ ଜୀବନ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଶୈଳୀ କାରଣରୁ ଆମେ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଯେଉଁ କାରଣରୁ ଆମକୁ ବିଭିନ୍ନ ପ୍ରକାର ରୋଗ ହୋଇଥାଏ । ତେବେ ଏହି ସମସ୍ୟା ମଧ୍ୟରୁ ଗୋଟିଏ…
Breaking News ଗୁଜରାଟ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ‘AAP’: କେଜ୍ରିୱାଲ କହିଲେ- ୭୩ % ଲୋକଙ୍କର ପସନ୍ଦ, ଜାଣନ୍ତୁ କିଏ ? Sushreejyoti Routray Nov 4, 2022 ନୂଆଦିଲ୍ଲୀ: ଗୁଜରାଟ ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଆରମ୍ଭ ହୋଇଛି ରାଜନୀତି । ଏହାରି ମଧ୍ୟରେ ଆଜି ଗୁଜରାଟର ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଆମ୍ ଆଦମୀ ପାର୍ଟି ବା ‘ଆପ୍’ । ଇସୁଦାନ ଗଢୱୀ…
ଦେଶ ଅର୍ଥ କେମିତି ସୁରକ୍ଷିତ ରଖିବେ କ୍ରିପ୍ଟୋ ୱାଲେଟରେ.. Manas Pradhan Nov 4, 2022 ନୂଆଦିଲ୍ଲୀ: ଦେଶ ଓ ବିଦେଶରେ କ୍ରିପ୍ଟୋ କରେନ୍ସିର ବହୁ ଚର୍ଚ୍ଚା ଚାଲିଆସୁଛି । କ୍ରିପ୍ଟୋ ହେଉଛି ଏକ ଡିଜିଟାଲ କରେନ୍ସି ଯେଉଁଟା ଆଲଗୋରିଦିମ ବା ମ୍ୟାଥମେଟିକାଲ ମଡେଲ ମାଧ୍ୟମରେ ଚାଲେ । ତାର ଗୋଟେ ୟୁନିଟର ମୂଲ୍ୟ…
Breaking News ଭାରତୀୟ ଡାକ ବିଭାଗର ୯୮୦୮୩ ପଦବୀରେ ବମ୍ପର ନିଯୁକ୍ତି: Postman, MTS & Mail Guard ପାଇଁ କରନ୍ତୁ ଆବେଦନ, ଜାଣନ୍ତୁ ଓଡ଼ିଶାରେ କେତେ… Sushreejyoti Routray Nov 4, 2022 ନୂଆଦିଲ୍ଲୀ: ସରକାରୀ ଚାକିରି ଖୋଜିଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଖୁସିଖବର । ସଂଚାର ମନ୍ତ୍ରଣାଳୟ ବିଭାଗ ଅଧୀନ ଡାକ ବିଭାଗରେ ୯୮୦୮୩ ଖାଲି ପଦବି ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି । ଏଥି ମଧ୍ୟରୁ ୫୯୦୯୯ ପଦବି…
Breaking News ନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ; ଅଳ୍ପକେ ବର୍ତ୍ତିଲା ଜୀବନ Abinash Kumar Dhal Nov 4, 2022 ରାଉଲକେଲା: ଦେଶ ତଥା ରାଜ୍ୟରେ ଦିନକୁ ଦିନ ହତ୍ୟା ଏବଂ ଆତ୍ମହତ୍ୟା ପରି ଘଟଣା ବଢିବାର ଲାଗିଛି । ଖାସ କରି ଆଜିକାଲିର ଯୁବପିଢିମାନେ ଏହାକୁ ଏକ ଟ୍ରଣ୍ଡ ଭାବରେ ଆପଣାଇ ନେଇଛନ୍ତି । କିଏ ପ୍ରେମ ସମ୍ପର୍କକୁ ନେଇ ଏହିଭଳି…