ନଖ ଉପରେ ହେଉଛି କି ଧଳା ଚିହ୍ନ: ସାବଧାନ ହୋଇପାରେ ଏହି ବଡ଼ ସମସ୍ୟା

ନଖ ଆମ ସ୍ୱାସ୍ଥ୍ୟର ଅନେକ ରହସ୍ୟ ପ୍ରକାଶ କରିଥାଏ । ଯଦି ଶରୀରରେ କୌଣସି ପ୍ରକାରର ରୋଗ ଥାଏ ତେବେ ଏହାର ପ୍ରଭାବ ନଖରେ ଦେଖାଯିବା ଆରମ୍ଭ କରେ । ଅନ୍ୟପଟେ ନଖରେ ଧଳା ଦାଗ ହେବାର ଅନେକ କାରଣ ଥାଇପାରେ । ନଖରେ ଧଳା ଦାଗ…

Menstrual cup କଣ ?ସାନିଟାରି ପ୍ୟାଡ ବଦଳରେ ମହିଳା ମାନେ ଏହାକୁ ବ୍ୟବହାର କରିବା କାହିଁକି ଆବଶ୍ୟକ

ଭୁବନେଶ୍ୱର: ମହିଳାମାନଙ୍କ ସହିତ ଋତୁସ୍ରାବ ଅଙ୍ଗାଙ୍ଗୀ ଭାବେ ଜଡିତ । ପ୍ରତିମାସରେ ପ୍ରାୟ ୭ଦିନ ଧରି ମହିଳା ମାନଙ୍କୁ ଏହି ସ୍ଥିତି ଦେଇ ଗତି କରିବାକୁ ପଡିଥାଏ । ତେବେ ଏହି ସମୟରେ ମହିଳାମାନେ ନିଜ ଶରୀରରୁ ଯାତ…

ଡକ୍ୟୁମେଣ୍ଟ ବିହୀନ ଯାନକୁ ଧରିବ ଇ-ଡିଟେକ୍ସନ: ପରିବହନ ବିଭାଗ ଲାଗୁ କରିବ ନୂଆ ନିୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାର ଯେତେ ପ୍ରକାରର ଟ୍ରାଫିକ ନିୟମ ଲାଗୁ କଲେ ମଧ୍ୟ ଅଧିକାଂଶ ଗାଡ଼ି ମାଲିକ ଏହାକୁ ବେଖାତିର କରୁଥିବା ଦେଖାଯାଉଛି । ତେବେ ଏଥିପାଇଁ ରାଜ୍ୟ ପରିବହନ ବିଭାଗ ଏକ ନୂଆ ଯୋଜନା ଲାଗୁ…

ଦୁନିଆର ବିଚିତ୍ର ଗାଁ ଯେଉଁଠାରେ ହଠାତ ଶୋଇଯାଆନ୍ତି ଅଧିବାସୀ, ପୁରୁଷମାନେ ଉଠିବା ପରେ ରୋମାନ୍ସର ଡିମାଣ୍ଡ କରନ୍ତି

ନୂଆଦିଲ୍ଲୀ: ଦୁନିଆରେ ଏପରି ଏକ ଅଦ୍ଭୁତ ଗାଁ ରହିଛି ଯେଉଁଠାରେ ଲୋକମାନେ ହଠାତ୍ ଶୋଇପଡନ୍ତି । ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଗାଁର କେହି ଜାଣନ୍ତି ନାହିଁ ଯେ ସେମାନେ କେବେ ଶୋଇବେ । ସେହିପରି ସେମାନେ ଗୋଟିଏ କିମ୍ବା…

ଆମ ଗ୍ରହ ପୃଥିବୀକୁ ‘Earth’ କାହିଁକି କୁହାଯାଏ, କେଉଁଠୁ ଆସିଲା ଏହି ନାମ

ନୂଆଦିଲ୍ଲୀ: ଆମର ଗ୍ରହ ପୃଥିବୀକୁ ‘ୟାର୍ଥ’ ମଧ୍ୟ କୁହାଯାଇଥାଏ । ଆମ ଗ୍ରହକୁ ହିନ୍ଦିରେ ‘ପୃଥିବୀ’ ଓ ଇଂରାଜୀରେ ‘ୟାର୍ଥ’ କୁହାଯାଇଥାଏ ।   ତେବେ ଆପଣମାନେ ଏହି ନାମ ପଛର ସତ୍ୟତା ବିଷୟରେ ଜାଣିଛନ୍ତି କି? ସୌରମଣ୍ଡଳର…

ମୁହାଁମୁହିଁ ହେବେ ଅଜୟ ଦେବଗନ ଏବଂ ମୋହନଲାଲ ! ‘ଦୃଶ୍ୟମ-୩’କୁ ନେଇ ନିର୍ମାତାଙ୍କ ବଡ ଯୋଜନା

ମୁମ୍ବାଇ: ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦୃଶ୍ୟମ-୨’ ନିକଟରେ ବକ୍ସ ଅଫିସରେ ରିଲିଜ୍ ହୋଇଛି। ଫିଲ୍ମ ପ୍ରଥମ ଦିନରେ ଦମଦାର ବ୍ୟବସାୟ କରିଛି। ବକ୍ସ ଅଫିସରେ ଦିନକୁ ଦିନ ଫିଲ୍ମର କାରବାର ବଢିବାରେ ଲାଗିଛି।…

ନାଳ ପାଣି ପିିଇଥିଲେ, ଟଏଲଟର ଗନ୍ଧ ସହିଥିଲେ : ଏପରି କାହିଁକି କହିଲେ ବିଲ୍ ଗେଟ୍ସ ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର କୋ ଫାଉଣ୍ଡର ବିଲ ଗେଟ୍ସଙ୍କୁ କିଏ ବା ନଜାଣେ । ଦାନଠାରୁ ଆରମ୍ଭ କରି ଟେକ୍ନୋଲୋଜି ପର୍ଯ୍ୟନ୍ତ ସମସ୍ତେ ତାଙ୍କ କାର୍ଯ୍ୟର ପ୍ରଶଂସକ ଅଟନ୍ତି । ସେ ହେଉଛନ୍ତି ଦୁନିଆର ଷଷ୍ଠ ଧନୀ ବ୍ୟକ୍ତି ।…

କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି

ଭୁବନେଶ୍ବର : ରାଜ୍ୟର କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀ ମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ଘୋଷଣା କରିଛନ୍ତି। ପ୍ରତି ତୋଳାଳୀଙ୍କୁ ପ୍ରଥମ ଦଫାରେ ୧୦୦୦ ଟଙ୍କା ଓ ସଜିନାଲ ଷ୍ଟାଫଙ୍କୁ ୧୫୦୦…

ITBP ରେ ଭର୍ତ୍ତି ହେବାକୁ ଚାହୁଁଛନ୍ତି କି ? ଦରମା ୬୯ ହଜାର, ଆବେଦନ କରିବାର ୨୨ ଡିସେମ୍ବର ହେଉଛି ଶେଷ ତାରିଖ

ITBP ବା ଇଣ୍ଡୋ-ତିବ୍ଦତ ବର୍ଡର ପୋଲିସ ଫୋର୍ସରେ ଭର୍ତ୍ତି ହେବାକୁ ଚାହୁଁଥିଲେ ଆସିଛି ଖୁସିଖବର । ITBPରେ ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେଉଛି। ଏଥିରେ ଆବେଦନ କେବଳ ଅନଲାଇନ ମାଧ୍ୟମରେ କରାଯିବ।…

ବଡ ଖୁଲାସା; ବରୁଣଙ୍କୁ କାହିଁକି ମାରିଥିଲେ ସାନିଆଙ୍କ ମାଆ?

ମୁମ୍ବାଇ: ବଲିଉଡ ଅଭିନେତା ବରୁଣ ଧାୱନ ନିଜର ଷ୍ଟାଇଲ ଏବଂ ଅଭିନୟ ପାଇଁ ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ତାଙ୍କର ଅନେକ ମୁଭି ସୁପର ହିଟ୍ ହୋଇଥିବା ବେଳେ ନିକଟରେ ଆଉ ଏକ ମୁଭି 'ଭେଡିଆ' ଆସିବାକୁ ଯାଉଛି । ଏନେଇ ବରୁଣ…