କଂଗ୍ରେସ ପଦବୀରୁ ଇସ୍ତଫା ଦେଲେ ସତ୍ୟ ନାୟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଂଗ୍ରେସ ପଦବୀରୁ ଇସ୍ତଫା ଦେଇଛନ୍ତି ସତ୍ୟ ନାୟକ । କଂଗ୍ରେସ ସାଧାରଣ ସମ୍ପାଦକ ଓ ମିଡ଼ିଆ ଆବାହକ ପଦବୀରୁ ସତ୍ୟ ପ୍ରକାଶ ଇସ୍ତଫା ଦେଇଥିବା ଜଣାପଡ଼ିଛି । ଅଖିଳ ଭାରତୀୟ କଂଗ୍ରେସ କମିଟି…

Video: ‘ମମି’ ମୋର ଚକୋଲେଟ୍ ଚୋରି କରି ନେଉଛନ୍ତି, ତାଙ୍କୁ ତୁରନ୍ତ ଜେଲରେ ପୁରାଇ ଦିଅ’

ମଧ୍ୟପ୍ରଦେଶ: ମୋର ମା' ମୋତେ ମିଳିଥିବା ଚକୋଲେଟ୍ ଖାଇବାକୁ ଦେଉ ନାହାନ୍ତି। ସବୁତକ ଲୁଚାଇ ରଖିଦେଉଛନ୍ତି। ଆପଣ ତୁରନ୍ତ ତାଙ୍କୁ ଜେଲରେ ପୁରାଇ ଦିଅନ୍ତୁ। ପୋଲିସ ପାଖରେ ଏକ ୩ବର୍ଷୀୟ ବାଳକ ଏଭଳି କିଛି ଅଭିଯୋଗ…

BCCI ପାଇଲା ନୂଆ ମୁଖିଆ: ଅଧ୍ୟକ୍ଷ ଭାବେ ଗାଙ୍ଗୁଲିଙ୍କ ସ୍ଥାନ ନେଲେ ରୋଜର ବିନ୍ନୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ବୋର୍ଡ ପାଇଛି ଆଉ ଜଣେ ନୂଆ ମୁଖିଆ । ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ପରିବର୍ତ୍ତେ ଏବେ ସଂଘକୁ ମିଳିଛି ନୂଆ ଅଧକ୍ଷ । ଏବେ ଅଧ୍ୟକ୍ଷ ପଦ ହାସଲ କରିଛନ୍ତି ୧୯୮୩ ବିଶ୍ୱକପ…

ପାର୍ବଣ ଋତୁପରେ ଗ୍ରାହକଙ୍କୁ ମହଙ୍ଗା ମାଡ: ବଢିବ ଖାଇବା ତେଲ ଦର!

ନୂଆଦିଲ୍ଲୀ:ଦେଶରେ ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବା ବେଳେ ଲୋକେ ଅନେକ କିଛି କିଣା କିଣି କରୁଛନ୍ତି। କାରଣ ଏହି ସମୟରେ ବିଭିନ୍ନ କମ୍ପାନୀମାନେ ଗ୍ରାହକମାନଙ୍କୁ ଅନେକ ପ୍ରକାର ଅଫର ଦେଇଥାନ୍ତି। ଫଳରେ ଲୋକେ କମ ଦାମରେ…

ଟି-୨୦ ବିଶ୍ଵ କପରେ ଭାରତର ପ୍ଲେଇଙ୍ଗ XIକୁ ନେଇ ସଚିନଙ୍କ ଉପଦେଶ, କ’ଣ ପନ୍ତଙ୍କୁ ମିଳିବ ସ୍ଥାନ ?

ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ଵ କପ୍ ୨୦୨୨ ଆରମ୍ଭ ହୋଇ ସାରିଛି। ଭାରତୀୟ ଦଳ ଅକ୍ଟୋବର ୨୩ରେ ନିଜର ପ୍ରଥମ ମ୍ୟାଚ୍ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନ ବିପକ୍ଷରେ ଖେଳିବ। ବିଶ୍ଵ କପରେ ଭାରତୀୟ ଦଳର ଚୂଡାନ୍ତ…

ଆଧାରକୁ ନେଇ ଲୋକଙ୍କୁ ସତର୍କ କଲା UIDAI: ଏହି କାମ ନକଲେ ଅଟକିଯିବ ଅନେକ କାମ!

ନୂଆଦିଲ୍ଲୀ: ଆଜିକାଲି ପ୍ରତ୍ୟେକ ସରକାରୀ କାମରେ ଆଧାର କାର୍ଡ ଅତି ଜରୁରୀ ପ୍ରମାଣପତ୍ର । ସେଥିପାଇଁ ଏହା ଏକଦମ୍ ସଠିକ୍ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜନ୍ମ, ତାରିଖ, ଲିଙ୍ଗ ଏବଂ ନାମ କିମ୍ବା ଉପନାମ ଅନେକ…

TIGER-3 ଫିଲ୍ମ ରିଲିଜ ପୁର୍ବରୁ କ୍ୟାଟ୍ରୀନା କରିଲେ ବଡ ଖୁଲାସା: କହିଲେ ଏହି ଅଭିନେତା ମୋର ପସନ୍ଦ

ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରୀନା କେଫ ତାଙ୍କ ଆଗାମୀ ଫିଲ୍ମ ଫୋନଭୁତର ପ୍ରମୋସନରେ ବ୍ୟସ୍ତ ଥିବା ଜଣା ପଡିଛି । ଏହି ଫିଲ୍ମରେ କ୍ୟାଟ୍ରୀନାଙ୍କ ବ୍ୟତୀତ ସିଦ୍ଧାନ୍ତ ଚତୁର୍ବେଦୀଏବଂ ଇଶାନ ଖଟ୍ଟର ମଧ୍ୟ ମୁଖ୍ୟ ଭୂମିକାରେ…

କେବଳ ନରସଂହାର ନୁହେଁ, ୟୁକ୍ରେନବାସୀଙ୍କୁ ଦୁଷ୍କର୍ମ ପାଇଁ ନିଜ ସେନାକୁ ଭାଏଗ୍ରା ଦେଉଛି ରୁଷ

ନୂଆଦିଲ୍ଲୀ: ୟୁକ୍ରେନରେ କେବଳ ନରସଂହାର କରୁନି ରୁଷ ସେନା ବରଂ ମହିଳାଙ୍କ ଗଣଦୁଷ୍କର୍ମ ବି କରୁଛି। ଏଥିପାଇଁ ନିଜର ସେନାକୁ ଯୌନ ଉତ୍ତେଜନକାରୀ ମେଡିସିନ ଭାଏଗ୍ରା ଯୋଗାଉଛି ରୁଷ ସରକାର। ଏମିତି ଚାଞ୍ଚଲ୍ୟକର ଦାବି…

ଦୀପାବଳିର ରାତିରେ ମୁଣ୍ଡ ପାଖରେ ରଖନ୍ତୁ ନାହିଁ ଏହି ଜିନିଷ: ନଚେତ୍ ରାଗିଯିବେ ମା’ ଲକ୍ଷ୍ମୀ

ଦୀପାବଳିରେ ମା’ ଲକ୍ଷ୍ମୀଙ୍କ କୃପା ପାଇବା ଓ ଜୀବନରେ ସୁଖ-ସମୃଦ୍ଧି ପାଇବା ପାଇଁ ସମସ୍ତେ ଚାହାଁନ୍ତି । ଦୀପାବଳି ଦିନ ସର୍ବପ୍ରଥମେ ମା’ ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ଯଦି ଆପଣ ବାସ୍ତୁ ଶାସ୍ତ୍ର ଅନୁସାରେ କିଛି ଦିଗ…

ବିଦ୍ୟୁତ ବିଭାଗରେ ୪୦୦ ପଦବୀ ପାଇଁ ବାହାରିଲା ନିଯୁକ୍ତିର ସୁଯୋଗ,ଜାଣନ୍ତୁ ଆବେଦନର ଶେଷ ତାରିଖ

ବାଙ୍ଗାଲୋର:ବାଙ୍ଗାଲୋର ବିଦ୍ୟୁତ୍ ଯୋଗାଣ କମ୍ପାନୀ ଲିମିଟେଡ୍ ବିଭିନ୍ନ ଆପ୍ରେଣ୍ଟିସ୍ ପଦବୀ ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନକୁ ଆମନ୍ତ୍ରଣ କରିଛି। ଯୋଗ୍ୟ ପ୍ରାର୍ଥୀମାନେ ସରକାରୀ ୱେବସାଇଟ୍ mhrdnats.gov.in ରେ…