ଏମିତି ହେଲା ମୃତ୍ୟୁ: ଟ୍ରେନରେ ଯାତ୍ରା ସମୟରେ ଯାତ୍ରୀଙ୍କ ବେକ ଆରପାରି ହେଲା ଲୁହା ରଡ଼
ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରୁଥିବା ଜଣେ ୩୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ବେକରେ ଲୁହା ରଡ ପଶିଯିବା ଫଳରେ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ନିଳାଞ୍ଚଳ ଏକ୍ସପ୍ରେସରେ ଯାତ୍ରା କରୁଥିବା ସମୟରେ ଅଲିଗଡ ନିକଟରେ…