ଭୁବନେଶ୍ୱରରେ ନିର୍ମାଣ ହେବ ‘ସ୍ୱଭାବ କବି ଗଙ୍ଗାଧର ମେହେର ଭବନ’: ଜମି ଓ ଅର୍ଥ ମଞ୍ଜୁର କଲେ ନବୀନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସହ ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର । ଓଡ଼ିଆ ସାହିତ୍ୟ ଜଗତର ଅନ୍ୟତମ ପ୍ରଥିତଯଶା ତଥା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କୁ ସ୍ମୃତିକୁ ଲୋକଲୋଚନକୁ ଆଣିବେ ରାଜ୍ୟ…