SBI ରେ ଚାକିରି କରିବାକୁ ଚାହୁଁଛନ୍ତି କି ? SCO ପଦବୀ ପାଇଁ ମାସିକ ୬୩,୮୪୦ ଦରମା, ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(SBI)ରେ ଚାକିରି କରିବାକୁ ଚାହୁଁଥିଲେ ଆସିଛି ସୁବର୍ଣ୍ଣ ସୁଯୋଗ । ଇଚ୍ଛୁକ ପ୍ରାର୍ଥୀମାନେ ସ୍ପେଶାଲିଷ୍ଟ କ୍ୟାଡର ଅଫିସର ପଦବୀରେ ଆବେଦନ କରିପାରିବେ । ଯୋଗ୍ୟ ଏବଂ ଇଚ୍ଛୁକ…

ପ୍ରଥମ ଦିନିକିଆରେ ଭାରତକୁ ୭ ଉଇକେଟ୍‌ରେ ହରାଇଲା ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଭାରତ ବିପକ୍ଷ ଦିନିକିଆ ସିରିଜ ବିଜୟ ସହିତ ଆରମ୍ଭ କରିଛି । ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୭ ଉଇକେଟ୍‌ରେ ହରାଇ ନ୍ୟୁଜିଲାଣ୍ଡ ସିରିଜରେ ୧-୦ରେ ଆଗୁଆ ହୋଇଛି । ପ୍ରଥମେ…

ବାହାଘର ସିଜନ ପାଇଁ ଆସିଲା ଖୁସି ଖବର, ପୁଣି ଶସ୍ତା ହେଲା ସୁନା ରୂପା ଦର

ନୂଆଦିଲ୍ଲୀ: ପୂର୍ବ ତିନିମାସ ଧରି ସୁନା-ଚାନ୍ଦୀ ଦର ୩ହଜାର ଟଙ୍କା ବଢିବାରେ ଲାଗିଛି । ଗତକାଲି ଚାନ୍ଦୀ ଦରରେ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଥିଲା । ହେଲେ ଆଜି ପୁଣି ସୁନାଦର କମିବା ଦେଖା ଦେଇଛି । ଶୁକ୍ରବାର ଦିନ…

ଡିସେମ୍ବରରେ ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ: ଏବେଠାରୁ ସାରିଦିଅନ୍ତୁ ଜରୁରୀ କାମ

ନୂଆଦିଲ୍ଲୀ: ଡିସେମ୍ବର ସହିତ ବର୍ଷର ଶେଷ ମଧ୍ୟ ହୋଇଯିବ । ପ୍ରତି ମାସ ପରି ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଡିସେମ୍ବରର ଛୁଟି ତାଲିକା ପ୍ରକାଶ ପାଇଛି । ନୂଆବର୍ଷର ଉତ୍ସବ ସହିତ କିଷ୍ଟ୍ରମାସ ଆଦି ସମସ୍ତ ଅବସରରେ…

ଶ୍ରୀ ମନ୍ଦିରରେ ମୁତୟନ ପୋଲିସଙ୍କୁ ମୋବାଇଲ ମନା

ପୁରୀ: ପ୍ରଯୁକ୍ତିବିଦ୍ୟା ଯୁଗରେ ମୋବାଇଲର ଭୁମିକା ଗୁରୁତ୍ୱପୂର୍ଣ୍ଣ ଅଟେ । ମୋବାଇଲରେ ଅନେକ ଜରୁରୀ ତଥ୍ୟ ଅନ୍ତର୍ଭୁକ୍ତ ରହୁଛି । ନିଜର ପାରିବାରିକ ଜୀବନ ବା ଜରୁରୀକାଳିନ ପରିସ୍ଥିତି ପାଇଁ ଫୋନ ନିହାତି ଆବଶ୍ୟକ ।…

ଜଜ୍ ଏବଂ ମାଜିଷ୍ଟ୍ରେଟ୍‌ ମଧ୍ୟରେ ପାର୍ଥକ୍ୟ କଣ ? କେଉଁ ମାମଲା ପାଇଁ କାହା ପାଖକୁ ଯିବା ଉଚିତ୍ ଜାଣନ୍ତୁ

ଭୁବନେଶ୍ୱର: ଯେତେବେଳେ ନ୍ୟାୟ ମିଳିବାର ସମସ୍ତ ରାସ୍ତା ବନ୍ଦ ହୋଇଯାଏ ସେତେବେଳେ ଗୋଟିଏ ମାତ୍ର ସାହା ଭରସା ନ୍ୟାୟର ମନ୍ଦିର କୁହାଯାଉଥିବା କୋର୍ଟ ଉପରେ ରହିଥାଏ। ସେଥିପାଇଁ ତ ଲୋକେ ଟିକେ ଟିକେ କଥାରେ କୁହନ୍ତି…

ଆପଣ ସ୍ୱପ୍ନରେ ଟଙ୍କା ଦେଖୁଛନ୍ତି କି ? ଜାଣନ୍ତୁ ଏହାର ଅର୍ଥ ଏବଂ ମହତ୍ତ୍ୱ

ପ୍ରତ୍ୟେକ ବ୍ୟକ୍ତି ରାତିରେ ଶୋଇବା ପରେ ଅନେକ ପ୍ରକାରର ସ୍ୱପ୍ନ ଦେଖିଥାନ୍ତି । ଯାହାକି ଏକ ସାଧରଣ କଥା । ତେବେ ପ୍ରତ୍ୟେକ ବ୍ୟକ୍ତି ଦେଖୁଥିବା ଏହି ସ୍ୱପ୍ନ ବିଭିନ୍ନ ପ୍ରକାରର ଶୁଭ ଏବଂ ଅଶୁଭ ସଂକେତ ଦେଇଥାଏ । ତେବେ…

ରାହୁଲଙ୍କ ଭାରତ ଯୋଡୋ ଯାତ୍ରାରେ ସାମିଲ୍ ହେଲେ ଆମେରିକା ନାଗରିକ, କହିଲେ କାରଣ

ଭୋପାଳ: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଏବେ ମଧ୍ୟ ପ୍ରଦେଶ ଦେଇ ଗତି କରୁଛି। ରାଜ୍ୟରେ ଯାତ୍ରାକୁ ଆଜି ତୃତୀୟ ଦିନ। ଭାରତ ଯୋଡୋ ଯାତ୍ରାରେ ଲଗାତାର ଅନେକ କଳାକାର ଏବଂ ବିଶିଷ୍ଟ ବ୍ୟକ୍ତିମାନେ ସାମିଲ୍…

Disease-X ଭବିଷ୍ୟତରେ ତାଣ୍ଡବ ରଚିବ! କରୋନା ପରେ ପୁଣି ଏକ ଘାତକ ବିମାରୀକୁ ନେଇ ଚିନ୍ତା ପ୍ରକଟ କଲା WHO

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦୁନିଆରୁ କରୋନା ଭାଇରସର ଆଶଙ୍କା ସମ୍ପୂର୍ଣ୍ଣ ଭାବେ ଟଳି ନାହିଁ । ଗତ କିଛି ମାସ ଧରି ଚୀନରେ କରୋନା ସଂକ୍ରମଣ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ଏଥିସହିତ ଅନ୍ୟ କିଛି ଦେଶରେ ମଧ୍ୟ…

ସାଧାରଣ ଲୋକଙ୍କୁ ବଡ଼ ଝଟକା! ପୁଣି ଥରେ ମହଙ୍ଗା ହୋଇଯିବ ଖାଇବା ତେଲ

ନୂଆଦିଲ୍ଲୀ: ଦେଶରେ ଦରଦାମ୍ ବୃଦ୍ଧି ପାଉଥିବା ବେଳେ ଲୋକମାନଙ୍କୁ ଲାଗିବାକୁ ଯାଉଛି ବଡ଼ ଝଟକା । ୨୦୨୧ ବର୍ଷର ଶେଷ ଓ ୨୦୨୨ ଆରମ୍ଭରେ ଖାଇବା ତେଲ ମୂଲ୍ୟରେ ରେକର୍ଡ ବୃଦ୍ଧି ଘଟିଥିବା ବେଳେ ସରକାର ଲୋକଙ୍କୁ ରିଲିଫ୍…