ଇତିହାସ ରଚିଲା ଭାରତ: ନ୍ୟୁଜିଲାଣ୍ଡ ବିପକ୍ଷ T-20 ସିରିଜ୍ ହାତେଇଲା ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିବା ଟିମ୍ ଇଣ୍ଡିଆ ଏକ ନୂଆ ରେକର୍ଡ ସ୍ଥାପନ କରିଛି । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଭାରତ ଟି-୨୦ ସିରିଜ ବିଜୟ ହାସଲ କରିଛି । ସିରିଜର ଅନ୍ତିମ ମ୍ୟାଚ ଆଜି…