ବଦଳିଗଲା ସମୟ, ଜାଣନ୍ତୁ କିପରି ଇଂଲଣ୍ଡ ପାଇଁ ଜିରୋରୁ ହିରୋ ପାଲଟିଲେ ବେନ୍ ଷ୍ଟୋକ୍ସ

ନୂଆଦିଲ୍ଲୀ: ଆଇସିସି ବିଶ୍ୱକପରେ ଇଂଲଣ୍ଡ ପାଇଁ ହିରୋ ଭାବରେ ବେନ୍ ଷ୍ଟୋକ୍ସ ପୁଣି ଥରେ ଉଭା ହୋଇଛନ୍ତି। ଫର୍ମାଟ୍ କିଛି ବି ହୋଇପାରେ, ଯେତେବେଳେ ଇଂଲଣ୍ଡ ଦଳରେ ଅସୁବିଧା ଆସେ, ସେତେବେଳେ ବେନ ଷ୍ଟୋକ୍ସ ଏକାକୀ ଲଢେଇ…

ଇସଲାମିକ ଅନୁଷ୍ଠାନରେ ସଂସ୍କୃତ ଅଧ୍ୟୟନ: ଅନର୍ଗଳ ଭଗବଦ୍ ଗୀତା ‘ପଦ’ କହୁଛନ୍ତି ବିଦ୍ୟାର୍ଥୀ, ଜାଣନ୍ତୁ କେଉଁଠି ?

କେରଳ: ଏପରି ବହୁତ କମ୍ ଶୁଣିବାକୁ ମିଳେ କି ଦୁଇଟି ଧର୍ମର ଲୋକେ ଉଭୟ ଧର୍ମକୁ ସମ୍ମାନ ଦେବା ସହିତ ଏହାକୁ ଆପଣାଇଥାନ୍ତି। ଏପରି ଏକ ଉଦାହରଣ ମୂଳକ କାର୍ଯ୍ୟ ଦେଖିବାକୁ ମିଳିଛି କେରଳ ରାଜ୍ୟରେ। ଏଠାରେ ଏକ ଇସଲାମିକ…

ପୋକରେ ଭିଟାମିନ୍ ଅଛି… ଚୁପଚାପ୍ ଖାଇଦିଅ: ମଧ୍ୟାହ୍ନ ଭୋଜନ ଖାଇବାକୁ ମନା କରିବାରୁ ଛାତ୍ରୀଙ୍କ ହାତ ଭାଙ୍ଗିଦେଲେ ପ୍ରିନ୍ସପାଲ

ନୂଆଦିଲ୍ଲୀ: ସ୍କୁଲ ପିଲାଙ୍କୁ ନିମ୍ନମାନର ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଉଥିବା ନେଇ ଅନେକ ସମୟରେ ଅଭିଯୋଗ ଆସିଥାଏ । ବେଳେବେଳେ ମଧ୍ୟାହ୍ନ ଭୋଜନରୁ ଝିଟିପିଟି, ଅସରପା, ବେଙ୍ଗ ପରି କୀଟ ପତଙ୍ଗ ମିଳିଥାନ୍ତି । ତେବେ…

AIIMS Delhi ପକ୍ଷରୁ ବାହାରିଲା ୨୫୪ଟି ପଦବୀ: ୨୭ ପ୍ରକାରର ଚାକିରିରେ ମିଳିବ ନିଯୁକ୍ତି

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ତରଫରୁ ୨୫୪ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା…

ପାକିସ୍ତାନକୁ ହରାଇ ଦ୍ୱିତୀୟ ଟି-୨୦ ବିଶ୍ୱକପ ଜିତିଲା ଇଂଲଣ୍ଡ, ମେଲବର୍ଣ୍ଣରେ ଭାଙ୍ଗିଲା ପାକିସ୍ତାନ ସ୍ୱପ୍ନ

ନୂଆଦିଲ୍ଲୀ: ମେଲବର୍ଣ୍ଣରେ ଖେଳାଯାଇଥିବା ରୋମାଞ୍ଚକର ଫାଇନାଲ ମୁକାବିଲାରେ ପାକିସ୍ତାନକୁ ମାତ୍ ଦେଇ ଇଂଲଣ୍ଡ ୨୦୨୨ ଟି-୨୦ ବିଶ୍ୱକପ୍ ବିଜୟୀ ହୋଇଛି। ଏହା ଇଂଲଣ୍ଡର ଦ୍ୱିତୀୟ ଟି-୨୦ ବିଶ୍ୱକପ ବିଜୟ। ବେନ୍ ଷ୍ଟୋକ୍ସ ଏବଂ…

IPL 2023 ନିଲାମ: ଆକ୍ସନ ମୋଡରେ ବିଭିନ୍ନ ଫ୍ରାଞ୍ଚାଇଜ, ଜାଣନ୍ତୁ କେଉଁ ଦଳ କେଉଁ ଖେଳାଳିଙ୍କୁ ଦଳରୁ ବିଦା କଲେ

ମୁମ୍ବାଇ: ଆଇପିଏଲ୍ ପ୍ଲେୟାର ରିଟେନ୍ ଏବଂ ଟ୍ରେଡ(ଖେଳାଳିଙ୍କ ଏକ୍ସଚେଞ୍ଜ) ୱିଣ୍ଡୋର ଅନ୍ତିମ ତାଲିକା ଦାଖଲ ପାଇଁ ମାତ୍ର ୨ ଦିନ ବାକି ଅଛି । ଏହାକୁ ନଜରରେ ରଖି ସମସ୍ତ ଦଳ ତତ୍ପରତା ପ୍ରକାଶ କରିଛନ୍ତି । ବର୍ତ୍ତମାନର…

No Train No Vote: ଗାଁରେ ପଶି ପାରିବେନି ବିଜେପି-କଂଗ୍ରେସ ନେତା, ୧୮ଟି ଗାଁ ଲୋକଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: କିଛି ରାଜନେତା କେବଳ ଭୋଟ ସମୟ ପାଖେଇ ଆସିଲେ ଜନତାଙ୍କୁ ପାଖକୁ ଧାଇଁଥାନ୍ତି । ଅନ୍ୟ ଦିନମାନଙ୍କରେ ସେମାନଙ୍କର ଦେଖା ଦର୍ଶନ ମିଳିନଥାଏ । ତେବେ ଦୀର୍ଘଦିନ ଧରି ଜନତାଙ୍କ ମନରେ ରହିଥିବା ପୁଞ୍ଜିଭୁତ କ୍ରୋଧ…

ବଢୁଛି ରାତ୍ରିକାଳୀନ ଅପରାଧ, ନାଇଟ୍ ସିଫ୍ଟରେ ଫେରିବା ପୂର୍ବରୁ ଏହି ସବୁ ସମସ୍ୟା ପ୍ରତି ହୁଅନ୍ତୁ ସାବଧାନ !

ଭୁବନେଶ୍ୱର: ଆଜିକାଲି ପୁରୁଷମାନଙ୍କ ସହିତ ଅଫିସରେ, ମହିଳାମାନଙ୍କୁ ମଧ୍ୟ ନାଇଟ୍ ସିଫ୍ଟରେ କାମ କରିବା ଦେଖିବାକୁ ମିଳୁଛି । ତଥାପି, ଅନେକ କାର୍ଯ୍ୟାଳୟରେ ମହିଳାଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ସେମାନଙ୍କୁ ଦିନ…

Video: ଏୟାର ସୋ ସମୟରେ ପରସ୍ପର ସହ ମୁହାଁମୁହିଁ ହୋଲେ ୨ ଟି ଯୁଦ୍ଧ ବିମାନ, ୬ ଜଣ ମୃତ୍ୟୁ

ନୂଆଦିଲ୍ଲୀ: ଟେକ୍ସସର ଡଲାସରେ ଏକ ଏୟାର ସୋ ସମୟରେ ବିମାନ ଧକ୍କା ହେବାରୁ ଭୟଙ୍କର ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ବିମାନରୁ ଖସିପଡି ୬ ଜଣଙ୍କର ମୃତ୍ୟୁ ଘଟିଥିବା ଏବିସି ନ୍ୟୁଜ୍ ରିପୋର୍ଟ କରିଛି। ଭେଟେରାନ୍ସ ଡେ…

ଏଣିକି NEET, JEE Main, CUET ପ୍ରବେଶିକା ପରୀକ୍ଷା ପାଇଁ ବାର୍ଷିକ ଶିଡ୍ୟୁଲ ପ୍ରସ୍ତୁତ କରିବ NTA: ସୂଚନା ଦେଲା UGC

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା କମନ୍ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ (ସିୟୁଇଟି)ରେ ଅନେକ ଟେକ୍ନିକାଲ ସମସ୍ୟା ଦେଖାଦେଇଥିଲା । ତେଣୁ ତାହାର ସମାଧାନ ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ନୂଆ…