ସେମିଫାଇନାଲ ପାଇଁ ବଦଳିବ କି ଭାରତର Playing-11? ରାହୁଲ ଦ୍ରାବିଡ ଦେଲେ ଉତ୍ତର…
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଶେଷ ହୋଇଛି ସୁପର-୧୨ର ସମସ୍ତ ମ୍ୟାଚ । ଏବେ ଫାଇନାଲକୁ ଟିକେଟ ପାଇଁ ଲାଗିବ ସେମି ଫାଇନାଲ ଫାଇଟ । ଆସନ୍ତା ୯ ତାରିଖରେ ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ପ୍ରଥମ ସେମି ଫାଇନାଲ…