Google ଉପରେ ଭାରତ ସରକାରଙ୍କ ଆକ୍ସନ! ଏଣିକି ଆଉ ଚାଲିପାରିବନି ଟେକ୍ କମ୍ପାନୀର ମନମାନୀ
ନୂଆଦିଲ୍ଲୀ: ଦୁନିଆର ଶ୍ରେଷ୍ଠ ଟେକ୍ କମ୍ପାନୀମାନଙ୍କ ମଧ୍ୟରେ ସାମିଲ ହୋଇଛି ଗୁଗଲ । କିନ୍ତୁ ଏବେ ଏହାକୁ ନେଇ ବଢିବାରେ ଲାଗିଛି ସମସ୍ୟା । ଅନେକ ସ୍ଥାନରେ ଏଜେନ୍ସି ଏହା ଉପରେ ଲଗାମ ଲଗାଉଥିବା ବେଳେ ଏହାର…