ଟିମ୍ ଇଣ୍ଡିଆକୁ SCGରେ ମିଳୁନି ଭଲ ଖାଦ୍ୟ: ମଧ୍ୟାହ୍ନ ଭୋଜନକୁ ବଏକଟ୍ କଲେ ଖେଳାଳୀ

ନୂଆଦିଲ୍ଲୀ: ଭାରତୀୟ ଖେଳାଳୀମାନେ ମଙ୍ଗଳବାର ଅପରାହ୍ନରେ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ନିଜର ଅପ୍ସନାଲ ଟ୍ରେନିଂ ସେସନ ପରେ ମଧ୍ୟାହ୍ନ ଭୋଜନକୁ ବଏକଟ୍ ବା ପରିତ୍ୟାଗ କରିଛନ୍ତି । ଖାଇବା ଥଣ୍ଡା ଥିବା ସହ ପର୍ଯ୍ୟାପ୍ତ…

କଂଗ୍ରେସ ସଭାପତି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିବେ ମଲ୍ଲିକାର୍ଜୁନ ଖଡ୍‌ଗେ,ଉପସ୍ଥିତ ରହିବେ ଅନେକ ବରିଷ୍ଠ ନେତା

ନୂଆଦିଲ୍ଲୀ : କଂଗ୍ରେସ ଦଳରେ କିଏ ହେବ ଅଧ୍ୟକ୍ଷ ତାହାକୁ ନେଇ ବହୁତ କଳ୍ପନା ଜଳ୍ପନା ଚାଲିଥିଲା । ଏହାପାଇଁ ବହୁ ଦିଗଜ ନେତା ମାନଙ୍କ ନାମ ଶୁଣିବାକୁ ମିଳୁଥିଲା କିନ୍ତୁ ଶେଷରେ ଏହି ରେସରେ ବାସ ଦୁଇ ଜଣ ନେତା ସାଂସଦ…

ଏଣିକି ସ୍ୱାମୀ-ସ୍ତ୍ରୀ ଉଭୟଙ୍କୁ ମିଳିବ ୬୦୦୦ ଟଙ୍କା! ଜାଣନ୍ତୁ PM Kisanର ନୂଆ ନିୟମ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ସରକାର ବାର୍ଷିକ ୬୦୦୦ ଟଙ୍କା ଅର୍ଥାତ୍ ୨୦୦୦ ଟଙ୍କାର ୩ଟି କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଉଛନ୍ତିି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ…

ଏହି ଦିଗକୁ ଗୋଡ଼ କରି ଶୋଇଲେ ରାତିରେ ଆସିଥାଏ ଭଲ ନିଦ: ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ଏହି ଉପାୟ

ନିଦ କାହାକୁ ବା ପସନ୍ଦ ନଥାଏ । କିନ୍ତୁ ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ ରାତି ଯେତେ କଡ଼ ଲେଉଟାଇଲେ ବି ନିଦ ଆସିନଥାଏ । ସେମାନେ ଅନେକଥର ବାହାରୁ ଆସୁଥିବା ଶବ୍ଦ ଓ ଶେଯରୁ ଆସୁଥିବା ଗନ୍ଧକୁ ଦୋଷ ଦିଅନ୍ତି । କେବଳ…

ଆଃ କି ଦୁଃଖ ! ଦୀପାବଳି ପାଇଁ ଅନଲାଇନରେ ହଜାର ଟଙ୍କାରେ କିଣିଲେ ମିଠା ବଦଳରେ ହରେଇଲେ ୨.୪ ଲକ୍ଷ ଟଙ୍କା

ମୁମ୍ବାଇ :ଦୀପାବଳି ଅବସରରେ ଅନ ଲାଇନରେ ମିଠା କିଣିବା ଜଣେ ମହିଳାଙ୍କ ପାଇଁ ଏତେ ଭାରୀ ପଡି ଗଲା ଯେ ସେ ପ୍ରାୟ ୨.୫ ଲକ୍ଷ ଟଙ୍କା ହରାଇଲେ। ମୁମ୍ବାଇର ଜଣେ ୪୯ ବର୍ଷୀୟା ମହିଳା ଦିୱାଲୀ ପାଇଁ ମିଠା କିଣିବାବେଳେ…

ରାଶିଫଳ(ବୁଧବାର,୨୬ ଅକ୍ଟୋବର,୨୦୨୨)

ମେଷ : ଆପଣଙ୍କ ଦିନ ମିଶ୍ର ଫଳଦାୟୀ ରହିବ । ପରିବାରଜନମାନଙ୍କ ସହିତ ବୈଠକର ଆପଣ ମହତ୍ଵପୂର୍ଣ୍ଣ ଚର୍ଚ୍ଚା-ବିଚାରଣା କରିବେ । ଘରର ସାଜ-ସଜ୍ଜାରେ ଆପଣଙ୍କୁ ପରିବର୍ତ୍ତନ କରିବାକୁ ଇଚ୍ଛା ହେବ । ଅଫିସ୍…

ଭାଇ ଦୁଜରେ ଖାସ୍ ଯୋଗ: ଜାଣନ୍ତୁ କେଉଁ ମୁହୂର୍ତ୍ତରେ ଭାଇଙ୍କୁ ତିଲକ କରିବା ଶୁଭ ?

ହିନ୍ଦୁ ଧର୍ମରେ ଭାଇ ଭଉଣୀର ସ୍ନେହ ପ୍ରତୀକର ଦୁଇଟି ପର୍ବ ପାଳନ କରାଯାଏ । ଗୋଟିଏ ରକ୍ଷା ବନ୍ଧନ ପର୍ବ, ଏହା ଶ୍ରାବଣ ମାସର ପୂର୍ଣ୍ଣିମାରେ ପାଳନ କରାଯାଏ । ଏହି ପର୍ବରେ ଭାଇ ଭଉଣୀର ରକ୍ଷା କରିବାର ପ୍ରତିଜ୍ଞା କରିଥାଏ…

ଏଣିକି ଘୋଡାମାନେ ପିନ୍ଧିବେ ଜୋତା! ନୂଆ ଷ୍ଟାର୍ଟଅପ୍ ସହ ମିଶି ଏକ ବିଦେଶୀ କମ୍ପାନୀ…

ନୂଆଦିଲ୍ଲୀ: ଏଣିକି ଘୋଡାମାନେ ପିନ୍ଧିବେ ଜୋତା । ଏକ କମ୍ପାନୀ ଘୋଡାମାନଙ୍କ ପାଇଁ ଜୋତା ବାହାର କରିଛି । ଖାସ୍ କଥା ହେଉଛି ଏହି ଜୋତା ଦେଖିବା ପାଇଁ ବିଲକୁଲ୍ ମଣିଷମାନଙ୍କ ଜୋତା ଭଳି । କିନ୍ତୁ ଏହାର ଦାମ୍ ବହୁତ ଅଧିକ…

Cancelled Trains Today:ବାତିଲ ହେଲା ୧୦୦ ରୁ ଅଧିକ ଟ୍ରେନ,ଯାତ୍ରା ପୂର୍ବରୁ କରନ୍ତୁ ଯାଞ୍ଚ

ନୂଆଦିଲ୍ଲୀ :ଭାରତୀୟ ରେଳ ଆଜି ୨୬ ଅକ୍ଟୋବର ୨୦୨୨ ରେ (ବୁଧବାର) ୧୦୦ ରୁ ଅଧିକ ଟ୍ରେନକୁ ବାତିଲ କରିଦେଇଛି। ଯେଉଁଥିରେ ୮୬ ଟି ଟ୍ରେନ୍ ସଂପୂର୍ଣ୍ଣ ବାତିଲ ହୋଇଥିବାବେଳେ ୨୦ ଟି ଟ୍ରେନ୍ ଆଂଶିକ ବାତିଲ ହୋଇଛି। ରେଳବାଇର…

ଜିରୋ ବାଲାନ୍ସ ଆକାଉଣ୍ଟଧାରୀମାନେ ଏବେ ଉଠାଇପାରିବେ ୧୦ହଜାର ଟଙ୍କା, ଜାଣନ୍ତୁ କିପରି ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଆକାଉଣ୍ଟଧାରୀମାନେ ଏବେ ବ୍ୟାଙ୍କିଙ୍ଗ ସେବାରେ ସର୍ବଭାରତୀୟ ସ୍ତରରେ ସୁବିଧା ପାଇବା ସହିତ ଅନେକ ଆର୍ôଥକ ସୁବିଧା ପାଇପାରିବେ । ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା…