ଶସ୍ତାରେ ମିଳିବ ବିମାନ ଟିକେଟ; ଏହି ଟିପ୍ସ ସାହାଯ୍ୟରେ କରିପାରିବେ ବୁକିଙ୍ଗ

ନୂଆଦିଲ୍ଲୀ : ଆଗକୁ ଆସୁଛି ଦୀପାବଳି । ଏହା ପାଇଁ ଆଉ ମାତ୍ର କିଛି ଦିନ ରହିଛି । ତେବେ ଏଭଳି ପରିସ୍ଥିତିରେ ଅନେକ ଲୋକ ଏହି ପର୍ବରେ ଘରକୁ ଯିବାକୁ ଚାହାଁନ୍ତି । କିନ୍ତୁ, ବର୍ତ୍ତମାନ ସମୟରେ ଟ୍ରେନ୍ ଟିକେଟ୍ ପାଇବା…

ପାହାଡରେ ତୁଷାରପାତ: ଉତ୍ତର ଭାରତ ସମେତ ଓଡିଶାରେ ଜାରି ରହିବ ବର୍ଷା; ଆଗକୁ ବଢିବ ଶୀତ

ନୂଆଦିଲ୍ଲୀ: ଉତ୍ତର ଭାରତରେ ପାଗ ଧୀରେ ଧୀରେ ବଦଳିବାରେ ଲାଗିଛି । ସକାଳ ଏବଂ ସନ୍ଧ୍ୟାରେ ଥଣ୍ଡା ଅନୁଭବ ହେଉଥିବା ବେଳେ ପାଣିପାଗ ବିଭାଗ କିଛି ରାଜ୍ୟ ପାଇଁ ପୂର୍ବାନୁମାନ କରିଛି। ପାଣିପାଗ ବିଭାଗ ଅନୁଯାୟୀ…

ଦୁଷ୍କର୍ମକାରୀକୁ ଜାମିନ୍ ଦେଲେ ହାଇକୋର୍ଟ: କହିଲେ- ‘୧୫ ଦିନ ଭିତରେ ବିବାହ କର’

ନୂଆଦିଲ୍ଲୀ: ଯୌନ ଅପରାଧରେ ଶିଶୁ ସୁରକ୍ଷା ସଂରକ୍ଷଣ ଅଧିନିୟମ ୨୦୧୨ ଅଧିନରେ ପଞ୍ଜିକୃତ ହୋଇଥିବା ଜଣେ ଦୁଷ୍କର୍ମକାରୀକୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ୧୫ ଦିନ ଭିତରେ ସେ ଝିଅକୁ ବିବାହ କରିବେ…

ପଦବୀ ଠାରୁ ମୋର ସ୍ଵାଭିମାନ ବଡ଼ , କୌଣସି ଚାପରେ ଆସି ନିଷ୍ପତି ପରିବର୍ତ୍ତନ କରିବି ନାହିଁ :ରାଜୁ ଦାସ

ଭଦ୍ରକ:ଧାମନଗର ଉପନିର୍ବାଚନ ପାଇଁ ରାଜନୈତିକ ଉଷ୍ମତା ବର୍ତ୍ତମାନ ଘନେଇବାରେ ଲାଗିଲାଣି ।ଉପନିର୍ବାଚନରେ ଦିନକୁ ଦିନ ନୂଆ ଘଟଣା ତଥ୍ୟ ସାମ୍ନାକୁ ଆସୁଛି ।ତେବେ ଆଜି ହେଉଛି ଉପ ନିର୍ବାଚନ ପାଇଁ ନାମାଙ୍କନ ପ୍ରତ୍ୟାହାର…

ଆଜିଠାରୁ ପିଜି ପ୍ରଥମ ବର୍ଷ ପାଠପଢ଼ା

ଭୁବନେଶ୍ବର : ରାଜ୍ୟର ସମସ୍ତ ଡିଗ୍ରି କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପ୍ରଥମ ପର୍ଯ୍ୟାୟ ୟୁଜି(ସ୍ନାତକ) ଏବଂ ପିଜି(ସ୍ନାତକୋତ୍ତର) ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି । ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ବବିଦ୍ୟାଳୟ…

ସରକାରୀ ସ୍କୁଲରେ ଲାଗିବ ସିସିଟିଭି;୨ ମାସ ଭିତରେ କାର୍ଯ୍ୟକାରି କରିବା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର:କରୋନା କାୟାରୁ ସାରା ବିଶ୍ୱ ଟିକିଏ ଶାନ୍ତି ପାଇଥିବା ବେଳେ ବର୍ତ୍ତମାନ ଶ୍ରେଣୀ ଗୃହରେ ଶିକ୍ଷା ଲାଭ କରିବାର ପରିସ୍ଥିତି ପୁଣି ଥରେ ଫେରିଛି । ତେବେ ଏହା ସହିତ ଫେରିଛି ଆହୁରି ଅଧିକ ସମସ୍ୟା । କିପରି…

(Video) ୨୪ରେ ହୋଇପାରେ ଛୋଟ ବାତ୍ୟା: ପାଣିପାଗ ବିଭାଗର ପୂର୍ବାନୁମାନ

ଭୁବନେଶ୍ୱର : ଆଉ କିଛି ଦିନ ପରେ ରାଜ୍ୟରେ ଏକ ଛୋଟ ଧରଣର ବାତ୍ୟା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ରବିବାର ସୁଦ୍ଧା କେନ୍ଦ୍ରୀୟ…

ରୋପୱେ ବାତିଲ : ୧୨ ଘଣ୍ଟିଆ ବନ୍ଦ ଖପ୍ରାଖୋଲ

ପାଟଣାଗଡ: ଆଜି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ୧୨ ଘଣ୍ଟିଆ ବନ୍ଦ ରହିବ । ହରିଶଙ୍କର- ନୃସିଂହନାଥ ପ୍ରସ୍ତାବିତ ରୋପୱେ ବାତିଲ ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି । କୋଶଲ ସଂଘର୍ଷ ବାହିନୀ ପକ୍ଷରୁ ସକାଳ ୬ ଟା ରୁ…

ଏଲ-କ୍ଲାସିକୋରେ ହାରିଲା ବାର୍ସିଲୋନା: ୩-୧ରେ ଜିତି ଲିଗର ଶୀର୍ଷରେ Real Madrid

ନୂଆଦିଲ୍ଲୀ: ୧୬ ଅକ୍ଟୋବର ବା ରବିବାର ଦିନ ସ୍ପେନର ଫୁଟବଲ କ୍ଲବ ରିଅଲ ମାଡ୍ରିଡ ଲା ଲିଗାରେ ପ୍ରତିଦ୍ୱନ୍ଦ୍ୱୀ ବାର୍ସିଲୋନାକୁ ୩-୧ରେ ହରାଇଛି । ଏହି ବିଜୟ ସହିତ ରିଅଲର ଦଳ ଲିଗରେ ପ୍ରଥମ ସ୍ଥାନରେ ପହଞ୍ଚିଛି । ନଅ…

ଆଜିଠାରୁ ମହା ପରିବର୍ତ୍ତନ: ଏହି ରାଶିମାନଙ୍କ ଉପରେ ରହିବ ସୂର୍ଯ୍ୟଙ୍କ ପ୍ରଭାବ

ତିଥି ବାର ନକ୍ଷେତ୍ରକୁ ନେଇ ପ୍ରତ୍ୟେକ ଗ୍ରହ ସେମାନଙ୍କ ରାଶି ଏବଂ ଗତି ପରିବର୍ତ୍ତନ କରିଥାନ୍ତି । ଯାହାଫଳରେ ଏହା ପ୍ରତ୍ୟେକ ବ୍ୟକ୍ତି ଉପରେ ତାର ପ୍ରଭାବ ପକାଇଥାଏ । ପୂର୍ବରୁ ଅନେକ ଗ୍ରହ ସେମାନଙ୍କ ଗତି ଏବଂ ରାଶି…