ଭାଗ୍ୟ ବଦଳାଇଲା ମାଛ ! କେଜିଏର ଦାମ୍ ୧୪ ହଜାର ଟଙ୍କା

ମୋହନା: ରାଜ୍ୟରେ ଥିବା ପ୍ରଚୁର ଜଳସଂପଦରେ ମତ୍ସ୍ୟଚାଷର ବିପୁଳ ସମ୍ଭାବନାକୁ ଉପଯୋଗ କରି ମାଛ ଉତ୍ପାଦନ ବୃଦ୍ଧି କରାଯାଇପାରିଛି । ତେବେ ରାଜ୍ୟ ସରକାରଙ୍କ ଦ୍ୱାରା ମତ୍ସ୍ୟଚାଷ ଅନୁକୂଳ ନୀତି ପ୍ରଣୟନ, ଅତ୍ୟାଧୁନିକ…

ରାଜଧାନୀରେ ୨୪ ଘଣ୍ଟା ଖୋଲା ରହିବ ହୋଟେଲ ଆଉ ରେଷ୍ଟୁରାଣ୍ଟ ! ହେବ ଅନଲାଇନ ଫୁଡ ଡେଲିଭରୀ

ନୂଆଦିଲ୍ଲୀ :ଦିଲ୍ଲୀର ଉପ ରାଜ୍ୟପାଳ ବିନୟ କୁମାର ସକ୍ସେନା ଦିନରାତି ୨୪ ଘଣ୍ଟା ବ୍ୟବସାୟ ପ୍ରତିଷ୍ଠାନ ଖୋଲିବାକୁ ଅନୁମତି ଦେଇଛନ୍ତି । ପ୍ରାୟ ୩୦୦ ରୁ ଅଧିକ ବ୍ୟବସାୟ ପ୍ରତିଷ୍ଠାନକୁ ଏହି ନିଷ୍ପତି ଦିଆ ଯାଇଛି ।…

ଯେଉଁ ହସ୍ପିଟାଲରେ ହୋଇଥିଲା ପତ୍ନୀଙ୍କ ନିଧନ, ୯୩ ଦିନ ପରେ ସେଠାରେ ଆଖି ବୁଜିଲେ ନେତାଜୀ ମୁଲାୟମ

ନୂଆଦିଲ୍ଲୀ: ସଂଯୋଗ ଏମିତି ଯେଉଁଠି ପତ୍ନୀଙ୍କ ଦେହାନ୍ତ ହୋଇଥିଲା ଠିକ୍ ସେହି ସ୍ଥାନରେ ସ୍ଵାମୀ ଇହଲୀଳା ସମ୍ବରଣ କରିଛନ୍ତି। ଆମେ କହୁଛୁ ସମାଜବାଦୀ ପାର୍ଟିର ସଂସ୍ଥାପକ ମୁଲାୟମ ସିଂହ ଯାଦବଙ୍କ କଥା। ଆଜି ସକାଳେ ୮ଟା…

ଶସ୍ତା ସୁନା କିଣିବାର ଆଜି ସୁବର୍ଣ୍ଣ ସୁଯୋଗ! ରୂପା ୧,୨୩୯ ଟଙ୍କା କମିଲା , ଜାଣନ୍ତୁ କେତେ ରହିଛି ରେଟ୍

ନୂଆଦିଲ୍ଲୀ: ବିଶ୍ୱସ୍ତରରେ ସୁନା ଓ ରୂପା ମୂଲ୍ୟରେ ଆଜି ହ୍ରାସ ଦେଖିବାକୁ ମିଳିଛି । ଆନ୍ତର୍ଜାତୀୟ ବଜାରରେ ସୁନା ତୁଳନାରେ ରୂପା ମୂଲ୍ୟ ସୁନାଠାରୁ ଅଧିକ ହ୍ରାସ ପାଇଛି । ପ୍ରାରମ୍ଭିକ ବାଣିଜ୍ୟରେ ଭାରତୀୟ ଫ୍ୟୁଚର…

କଟକ ବାରବାଟୀ ବିଧାୟକ ମୋକିମଙ୍କ ଜାମିନ ମଞ୍ଜୁର

କଟକ:କଟକ ବାରବାଟୀ ବିଧାୟକଙ୍କୁ ମିଳିଲା ଆଶ୍ୱସ୍ତି । ମୋକିମଙ୍କ ଜାମିନଙ୍କୁ ମଞ୍ଜୁର କରାଯାଇଛି । ଆସନ୍ତା ୧୩ ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୂଚନା ଦିଆଯାଇଛି । ଏଥିପାଇଁ ହାଇକୋର୍ଟରେ ଆବେଦନ କରିଥିଲେ…

ମଧୁମେହ ରୋଗୀଙ୍କ ପାଇଁ କେତେ ଫଳପ୍ରଦ ଘୋଳଦହି, ଜାଣନ୍ତୁ ଆପଣଙ୍କ ଶରୀର ଉପରେ ପଡିପାରେ କେଉଁ ପ୍ରଭାବ

ବଟର ମିଲ୍କ ହେଉଛି ଭାରତରେ ସବୁଠାରୁ ଅଧିକ ପାନୀୟ ଭାବେ ଆଦୃତ। କ୍ଷୀରକୁ ଘଷିବା ପରେ ଲହୁଣୀରୁ ବଟରମିଲ୍କ କିମ୍ବା ଘୋଳ ଦହି ବାହାର କରାଯାଏ । ବଟରମିଲ୍କରେ ଶର୍କରା ପରିମାଣ ବହୁତ କମ୍, ତେଣୁ ଏହା ମଧୁମେହ ରୋଗୀଙ୍କ…

ମୁଲାୟମଙ୍କ ମୃତ୍ୟୁରେ ୩ ଦିନିଆ ରାଷ୍ଟ୍ରୀୟ ଶୋକ: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଘୋଷଣା

ଲଖନଉ: ସମାଜବାଦୀ ପାର୍ଟି ସୁପ୍ରିମୋ ମୁଲାୟମ ସିଂ ଯାଦବଙ୍କ ଆଜି ଦେହାନ୍ତ ହୋଇଛି । ମୁଲାୟମଙ୍କ ମୃତ୍ୟୁକୁ ନେଇ ୟୁପିରେ ୩ ଦିନିଆ ରାଷ୍ଟ୍ରିୟ ଶୋକ ଘୋଷଣା ହୋଇଛି । ଏନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ…

ଭୁଲରେ କାହାକୁ ଦାନ କରନ୍ତୁ ନାହିଁ ଏହି ୫ ଟି ଜିନିଷ: ନଚେତ୍ ଆପଣ ହୋଇପାରନ୍ତି ଗରିବ

ସନାତନ ଧର୍ମରେ କୌଣସି ଗରିବ କିମ୍ବା ଆବଶ୍ୟକ ଥିବା ଲୋକଙ୍କୁ କିଛି ଦାନ କରିବା ବହୁତ ଶୁଭ ହୋଇଥାଏ । କୁହାଯାଏ ଯେ ଦାନ ଧର୍ମ କରିବା ଦ୍ୱାରା ଆମର ସମସ୍ତ ପାପ କ୍ଷୟ ହୋଇଥାଏ ଏବଂ ପୁଣ୍ୟ ମିଳିଥାଏ । କିନ୍ତୁ ଧର୍ମ…

ସୋସିଆଲ ମିଡିଆରେ ଠକେଇରୁ କିପରି ବର୍ତ୍ତିବେ ? ଆପଣାନ୍ତୁ ଏହି ଟିପ୍ସ

ଫେସବୁକ ଅର୍ଥାତ୍ ମେଟା ନିକଟରେ ଏକ ଚେତାବନୀ ଦେଇଥିଲା, ଯେଉଁଥିରେ ଫେସବୁକର ୧୦ ଲକ୍ଷରୁ ଅଧିକ ୟୁଜର୍ସଙ୍କ ଡାଟା ସହ ପାସୱାର୍ଡ ଲିକ୍ ହୋଇଥିବା କୁହାଯାଇଥିଲା । କମ୍ପାନୀର କହିବା ଅନୁଯାୟୀ, ପ୍ରାୟ ୪୦୦ ଟି ଆପ୍…

ସମାଜବାଦୀ ପାର୍ଟି ସୁପ୍ରିମୋ ମୁଲାୟମ ସିଂ ଯାଦବଙ୍କ ପରଲୋକ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ସୁପ୍ରିମୋ ମୁଲାୟମ ସିଂ ଯାଦବଙ୍କ ଆଜି ଦେହାନ୍ତ ହୋଇଛି । ମେଦାନ୍ତ ହସ୍ପିଟାଲରେ ୮୨ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛିି । ଏନେଇ ଟ୍ୱିଟ୍ କରି ତାଙ୍କ ପୁଅ…