ବଲିଉଡରେ ମୁସଲିମଙ୍କ ସବୁଠୁ ଅଧିକ ଯୋଗଦାନ ରହିଛି, ଏହାକୁ ଅଣଦେଖା କରାଯାଇ ପାରିବ ନାହିଁ’

ମୁମ୍ବାଇ: ବଲିଉଡରେ ସବୁଠୁ ଅଧିକ ଯୋଗଦାନ ମୁସଲିମ ସମୁଦାୟର ରହିଛି। ଏହାକୁ କଦାପି ଅଣଦେଖା କରାଯାଇ ପାରିବ ନାହିଁ। ଶନିବାର ଏମିତି ଦୃଢୋକ୍ତି ପ୍ରକାଶ କରିଛନ୍ତି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ପ୍ରମୁଖ…

ଦିପାବଳୀରେ ଗୁଡ୍ ନ୍ୟୁଜ୍ ଦେବ EPFO! ଆକାଉଣ୍ଟକୁ ଆସିବ PF ସୁଧ

ନୂଆଦିଲ୍ଲୀ: ଦଶହରା ଓ ଦିପାବଳୀ ଅବସରରେ କେନ୍ଦ୍ର ଓ ରାଜ୍ୟ ସରକାର କର୍ମଚାରୀମାନଙ୍କୁ ଉପହାର ବର୍ଷା କରୁଛନ୍ତି । ତେବେ ନିକଟରେ କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ । ଆଗକୁ ଦିପାବଳୀ…

ସରକାରୀ ଚାକିରୀ ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ବଢ଼ିଲା SSC CGL 2022 ଆବେଦନ ସମୟସୀମା

ନୂଆଦିଲ୍ଲୀ: ସରକାରୀ ଚାକିରୀ ଆଶାୟୀମାନଙ୍କ ପାଇଁ ଖୁସି ଖବର। କର୍ମଚାରୀ ଚୟନ ଆୟୋଗ(ଏସଏସସି) ସିଜିଏଲ ୨୦୨୨ ପାଇଁ ଆବେଦନ କରିବାର ସମୟସୀମାକୁ ୧୩ ଅକ୍ଟୋବର, ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସିଜିଏଲ ପରୀକ୍ଷା…

ଭଗବାନ ମୋତେ ସ୍ପେଶାଲ କାମ ଦେଇ ଗୁଜରାଟ ପଠାଇଛନ୍ତି, ବିଜେପିକୁ କେଜ୍ରିଓ୍ଵାଲଙ୍କ ଟାର୍ଗେଟ୍

ନୂଆଦିଲ୍ଲୀ: ସଂପ୍ରତି ଗୁଜରାଟ ଗସ୍ତରେ ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ। ଏହା ମଧ୍ୟରେ ରାଜେନ୍ଦ୍ର ପାଲ ଗୌତମଙ୍କ ସହ ଜଡିତ ବିବାଦକୁ ନେଇ ଗୁଜରାଟରେ ପୋଷ୍ଟର ଲାଗିଛି। ଶପଥ ବିବାଦ ଏବଂ ଗୁଜରାଟରେ…

ଏହି ୨୩ଟି ସ୍ମାର୍ଟଫୋନରେ ଚାଲିବ 5G Network: ଲିଷ୍ଟ ଏବେ ଚେକ୍ କରି ନିଅନ୍ତୁ

ନୂଆଦିଲ୍ଲୀ: ଭାରତବର୍ଷରେ ୫ଜି ନେଟୱାର୍କ ଲଞ୍ଚ ହୋଇସାରିଛି । ପ୍ରାଥମିକ ପର୍ଯ୍ୟାୟରେ ଦେଶର କିଛି ସୀମିତ ସହରରେ ୫ଜି ସେବା ଉପଲବ୍ଧ ହେବ । ଏୟାରଟେଲ ଦେଶର ୮ଟି ସହରରେ ନିଜର ସେବା ଲଞ୍ଚ କରିଛି । ଏହି ସହରଗୁଡ଼ିକ…

ଭାରତ ରୁଷରୁ ତେଲ କିଣିବା ବନ୍ଦ କରିବ କି? ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କଲେ ପେଟ୍ରୋଲିୟମ ମନ୍ତ୍ରୀ

ନୂଆଦିଲ୍ଲୀ: ଋଷଠାରୁ ତେଲ କିଣିବାରୁ ଭାରତକୁ କେଉଁ ଦେଶ ଅଟକାଇ ପାରିବେ ନାହିଁ। କେନ୍ଦ୍ରୀୟ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ସଫାସଫା ଏହା କହିଛନ୍ତି ଯେ, ଭାରତ ଏହାର ଆବଶ୍ୟକତା…

ବୈଜ୍ଞାନିକଙ୍କ ବଡ଼ ସଫଳତା: ଚିହ୍ନଟ ହେଲା ନୂଆ ଓ ଦୁର୍ଲ୍ଲଭ Blood Group ‘Er’, ଗର୍ଭବତୀଙ୍କ ପାଇଁ ଏହା ବିପଜ୍ଜନକ

ନୂଆଦିଲ୍ଲୀ: ସାଧାରଣ ଭାବେ ରକ୍ତର ତିନୋଟି କ୍ୟାଟେଗୋରି ରହିଥାଏ । ‘ଏ’, ‘ବି’ ଏବଂ ‘ଓ’ ବ୍ଲଡ ଗ୍ରୁପ ବିଷୟରେ ଆମେ ସମସ୍ତେ ଜାଣିଛେି । ତେବେ ଏହା ବ୍ୟତୀତ ନିକଟରେ ଏକ ଦୁର୍ଲ୍ଲଭ ବ୍ଲଡ୍ ଗ୍ରୁପକୁ ଚିହ୍ନଟ କରାଯାଇଛି ।…

ଶୈଳେସ ଦାନି ଦଳରେ ଅଛନ୍ତି ଆଉ ଦଳରେ ହିଁ ରହିବେ ,

ଭୁବନେଶ୍ବର: ମାନ୍ୟବର ମୁଖ୍ୟମନ୍ତ୍ରୀ କେବେ ଦଳ ବିରୋଧୀ କାର୍ଯ୍ୟ କୁ ପ୍ରସୟ ଦେଇ ନାହାନ୍ତି । ସେଥି ପାଇଁ ଯିଏ ଏଭଳି କାର୍ଯ୍ୟ କରନ୍ତି ତାଙ୍କୁ ବିଜୁ ଜନତା ଦଳ ରୁ ନିଲମ୍ବିତ କରା ଯାଇଥାଏ । ଠିକ ସେହି ଭଳି ଯେଉଁମାନେ…

Jio 5G Welcome Offer କେଉଁ ମାନଙ୍କୁ ମିଳିବ? କଣ ଏଥି ପାଇଁ ଆପଣଙ୍କୁ ଅଲଗା ରିଚାର୍ଜ କରିବାକୁ ପଡିବ ?

ନୂଆଦିଲ୍ଲୀ: ଜିଓ ଏହାର ୫ଜି ସେବା Jio True 5G ଲଞ୍ଚ କରିଛି। ଦଶ'ରା ଅବସରରେ କମ୍ପାନୀ ଚାରିଟି ସହରରେ ୫ଜି ସେବା ଆରମ୍ଭ କରିଛି। ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ବାରାଣାସୀରେ ରହୁଥିବା ଜିଓ ବ୍ୟବହାରକାରୀମାନେ ୫ଜି…

ଯୁବକ ଅନଲାଇନରେ ଅର୍ଡର କଲେ Pizza, ବାହାରିଲା କାଚ ଖଣ୍ଡ: ପୋଲିସ କହିଲା କଷ୍ଟମର କେୟାରକୁ ଯାଅ, କମ୍ପାନୀ ଚୁପ୍

ନୂଆଦିଲ୍ଲୀ: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅଧିକାଂଶ ଲୋକ ଅନଲାଇନରେ ଖାଦ୍ୟ ଅର୍ଡର କରିବାକୁ ଭଲ ପାଆନ୍ତି । ତେବେ ଅନେକ ସମୟରେ ଅର୍ଡର କରାଯାଇଥାଏ କିଛି, ଆସିଥାଏ ଆଉ କିଛି । ବେଳେବେଳେ ଖାଦ୍ୟରୁ କିଛି ଅସନା…