ଡାଇବେଟିସକୁ ନେଇ ଚିନ୍ତିତ କି ? ସକାଳୁ ଖାଲି ପେଟରେ ପିଅନ୍ତୁ ଏହି ଜୁସ୍, ଦିନସାରା ରହିବନି ଟେନସନ୍
ବଦଳୁଥିବା ଲାଇଫଷ୍ଟାଇଲ ଯୋଗୁଁ ଖାଦ୍ୟ-ପେୟ ମଧ୍ୟ ବଦଳିବାରେ ଲାଗିଛି । ଲୋକମାନେ ଜଲଦୀ କରିବା ଚକ୍କରରେ ସୁସ୍ଥ ଖାଇବା ଛାଡ଼ି ଜଙ୍କ ଫୁଡ଼ ଖାଇବାରେ ଲାଗିଛନ୍ତି । ଏହା ଫଳରେ ଅଳ୍ପ ବୟସରେ ଲୋକମାନେ ମଧୁମେହ ବା ଡାଇବେଟିସର…