ଗର୍ଭବତୀ ଥିବା ସମୟରେ ମହିଳାମାନେ କରନ୍ତୁନି ଏପରି ଭୁଲ: ନଚେତ୍ ଭୋଗିପାରନ୍ତି ସମସ୍ୟା
ଗର୍ଭାବସ୍ଥା ଏପରି ଏକ ସମୟ, ଯେତେବେଳେ ଜଣେ ମହିଳା ନିଜ ପେଟରେ ନୂଆ ଜୀବନକୁ ପାଳିଥାନ୍ତି । ଏହି ସମୟରେ ମହିଳାଙ୍କ ମନରେ ପ୍ରସନ୍ନତା ରହିଥାଏ ଏହା ସହ ତାଙ୍କୁ ଅନେକ ଅସୁବିଧାର ମଧ୍ୟ ସାମ୍ନା କରିବାକୁ ପଡ଼ିଥାଏ ।…