ତୃତୀୟ ମ୍ୟାଚରୁ ବାଦ ପଡିଲେ କିଙ୍ଗ କୋହଲି: ସିରିଜ ଅଧାରୁ କାହିଁକି ଦଳ ଛାଡିଲେ ବିରାଟ?
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରୁ ବାଦ ପଡିଛନ୍ତି ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି । ଯାହାକୁ ନେଇ ଏବେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏପରିକି ଅନେକ ପ୍ରଶଂସକଙ୍କୁ ଆହତ…