(Video) ଗରବା ଖେଳୁ ଖେଳୁ ୨୧ ବର୍ଷୀୟ ଯୁବକଙ୍କୁ ଆସିଲା ହାର୍ଟ ଆଟାକ୍: ଠପ୍ କରି ଚାଲିଗଲା ଜୀବନ
ଅହମ୍ମଦାବାଦ: ଆଜିକାଲି ହାର୍ଟ ଆଟାକ୍ ଯୋଗୁଁ ଅନେକ ଲୋକଙ୍କର ଜୀବନର ଚାଲିଯାଉଛି । ଏହାରି ମଧ୍ୟରେ ଗୁଜରାଟର ଆଣନ୍ଦ ଜିଲ୍ଲାରେ ଗରବା ଖେଳୁ ଖେଳୁ ୨୧ ବର୍ଷୀୟ ଜଣେ ଯୁବକଙ୍କୁ ହାର୍ଟ ଆଟାକ୍ ଆସିବାରୁ ମୃତ୍ୟୁ ହୋଇଥିବା…