ମୁକେଶ ଅମ୍ବାନୀଙ୍କୁ ମିଳିଲା ‘Z +’ ସୁରକ୍ଷା, ଧମକ ପରେ ଗୃହ ମନ୍ତ୍ରଣାଳୟ ନେଲା ନିଷ୍ପତ୍ତି: ରିପୋର୍ଟ
ନୂଆଦିଲ୍ଲୀ: ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ସୁରକ୍ଷାକୁ ବଢ଼ାଇଦେଇଛି ଗୃହ ମନ୍ତ୍ରଣାଳୟ । ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଖୁଫିଆ ଏଜେନ୍ସି IBର ରିପୋର୍ଟ ପରେ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ଆଇବି…