World Heart Day: ସିଦ୍ଧାର୍ଥ ଶୁକ୍ଳାଙ୍କ ଠାରୁ ରାଜୁ ଶ୍ରୀବାସ୍ତବ, ହାର୍ଟ ଆଟାକ୍ ଯୋଗୁଁ ଏହି ସେଲିବ୍ରିଟି ହରାଇଛନ୍ତି ଜୀବନ…
ମୁମ୍ବାଇ: ଗତ କିଛି ସମୟରୁ ସେଲିବ୍ରିଟିମାନେ ହାର୍ଟ ଆଟାକ୍ ଯୋଗୁଁ ଜୀବନ ହରାଉଛନ୍ତି । ନିକଟରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ହୃଦୟ ରୋଗକୁ ନେଇ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥିଲା । ସୁଟିଂ ସମୟରେ ହଠାତ୍…