ଆସିଲା ବନ୍ୟା କ୍ଷୟକ୍ଷତି ରିପୋର୍ଟ:ଜାଣନ୍ତୁ କେତେ ଚାଷ ଜମି ଉଜାଡ଼ିଲା ବନ୍ୟା
ଭୁବନେଶ୍ୱର: ଆସିଲା ଚଳିତ ବନ୍ୟା କ୍ଷୟକ୍ଷତି ରିପୋର୍ଟ । ବର୍ଷା ଆସି ଯିବା ପରେ ଯେଉଁ କଷ୍ଟ ଦେଇଯାଇଛି ତାହାର ଆକଳନ ରିପୋର୍ଟ ବର୍ତ୍ତମାନ ସାମ୍ନାକୁ ଆସିଛି । ବନ୍ୟାରେ ୧.୨୦ ଲକ୍ଷ ହେକ୍ଟର ଚାଷ ଜମି ନଷ୍ଟ ହୋଇଛି ।…