ଖୁସିଖବର! ୧୦ ଟଙ୍କା ଶସ୍ତା ହେବ ଖାଇବା ତେଲ: କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଲେ ସରକାର
ନୂଆଦିଲ୍ଲୀ: ଦରଦାମ୍ ବଢ଼ୁଥିବା ବେଳେ ସାଧାରଣ ଜନତାଙ୍କ ପାଇଁ ସାମ୍ନାକୁ ଆସିଛି ଏକ ଖୁସି ଖବର । ଏବେ ପୁଣି ଥରେ ଖାଇବା ତେଲ ଦାମ୍ ହ୍ରାସ ପାଇବାକୁ ଯାଉଛି । ଖାଇବା ତେଲର ଦାମକୁ ଗୋଟିଏ ସପ୍ତାହ ମଧ୍ୟରେ କମାଇବାକୁ…