ସୋନିଆଙ୍କ ବିରୋଧରେ ଇଡିର କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଧାରଣା ଦେଉଥିଲେ ରାହୁଲ, ଉଠାଇନେଲା ପୋଲିସ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଦ୍ଵିତୀୟ ଦିନ ପଚରା ଉଚୁରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପହଞ୍ଚିଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ହେଲେ ଇଡିର ଏହି କାର୍ଯ୍ୟାନୁଷ୍ଠାନ…

ସ୍ତନ କର୍କଟର ବଢିଥାଏ ଆଶଙ୍କା: ଭୁଲ୍ ରେ ବି ଖାଆନ୍ତୁ ନାହିଁ ଏହି ସବୁ ଜିନିଷ

ନୂଆଦିଲ୍ଲୀ: ମହିଳାମାନଙ୍କଠାରେ ଦେଖାଯାଉଥିବା ସ୍ତନ କର୍କଟ ବା ବ୍ରେଷ୍ଟ କ୍ୟାନସର୍ ଅନ୍ୟ ସାଧାରଣ କର୍କଟଠାରୁ ସମ୍ପୂର୍ଣ୍ଣ ଅଲଗା ହୋଇଥାଏ । ଏହି କ୍ୟାନସର ଡିଏନ୍ଏର କ୍ଷତି କିମ୍ବା ଜେନେଟିକ୍ ପରିବର୍ତ୍ତନ କାରଣରୁ…

ଦିଲ୍ଲୀରୁ ଚିହ୍ନଟ ମଙ୍କିପକ୍ସ ମାମଲାର ସେକ୍ସ ସହ କନେକ୍ସନ: ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ ଓ ଲକ୍ଷଣ

ନୂଆଦିଲ୍ଲୀ: କରୋନା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଶେଷ ହୋଇନଥିବା ବେଳେ ମଙ୍କିପକ୍ସ ନାମକ ରୋଗ ଦେଶରେ ଏଣ୍ଟ୍ରି ମାରିଛି । କେରଳ ପରେ ରାଜଧାନୀ ଦିଲ୍ଲୀରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହାଙ୍କୁ ଏଲଏନଜେପି…

ଭାରତକୁ ଶକ୍ତ ଝଟକା, ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରୁ ବାଦ୍ ପଡିଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ: ବର୍ମିଂହାମରେ ଖେଳାଯିବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ଆରମ୍ଭ ହେବାର ଠିକ୍ ପୂର୍ବରୁ ଭାରତକୁ ଶକ୍ତ ଝଟକା ଲାଗିଛି। ଟୋକିଓ ଅଲିମ୍ପିକର ସ୍ଵର୍ଣ୍ଣ ପଦକ ବିଜେତା ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା…

ଆଜି କାର୍ଗିଲ ବିଜୟ ଦିବସ: ମୁଁ କାର୍ଗିଲ କହୁଛି

ମୁଁ କାର୍ଗିଲ.... ୧୯୯୯ ର ସେ ଶୀତ ମୋ ପାଇଁ ପୂର୍ବ ଶୀତ ଠାରୁ ଥିଲା ଖୁବ ଭିନ୍ନ । ସୀମାର ଅନ୍ୟପାଶ୍ୱର୍ରୁ ଲଗାତାର ଅନେକ ଅଜଣା ଚେହେରା ମାଡି ଆସୁଥିଲେ । ସେମାନଙ୍କ ହାତରେ ଥିଲା ଆଧୁନିକ ଅସ୍ତ୍ର ଶସ୍ତ୍ର ଏବଂ…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ଟୁଇଟ୍ ସହିଦଙ୍କ ନାମରେ, କାରଗିଲ ବିଜୟ ଦିବସରେ ଦେଲେ ଶ୍ରଦ୍ଧାଞ୍ଜଳୀ

ନୂଆଦିଲ୍ଲୀ: କାରଗିଲ ଦିବସ ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ସମ୍ଭାଳିବା ପରେ ମୁର୍ମୁଙ୍କ ପକ୍ଷରୁ ପ୍ରଥମ ଟୁଇଟ୍ ସହିଦଙ୍କ…

ଏମିତି ଆଖି ଥିବା ଲୋକ ହୋଇଥାନ୍ତି ଖୁବ ହୁସିୟାର: ଚକ୍ଷୁର ରଙ୍ଗରୁ ଜାଣନ୍ତୁ ମଣିଷର ବ୍ୟକ୍ତିତ୍ୱ

ଓଡିଶା ଭାସ୍କର: ମଣିଷର ଆଖି ଏବଂ ଏହାର ରଙ୍ଗରୁ ତାଙ୍କ ବ୍ୟକ୍ତିତ୍ୱ ପଢାଯାଇପାରେ । ହୁଏତ ଏହା ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ ଏବଂ ଅବିଶ୍ୱାସ ଲାଗିପାରେ । ୨୦୦୭ ମସିହାରେ ଓବ୍ରୋଏ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଅଲଗା…

ବଦଳିଲା ସ୍କୁଲ ସମୟ: ଜାଣନ୍ତୁ ନୂଆ ଟାଇମଟେବୁଲ

ନୂଆଦିଲ୍ଲୀ: ସ୍କୁଲର ସମୟକୁ ୨୬ ଜୁଲାଇରୁ ସଂଶୋଧନ କରିଛି ଉତ୍ତରପ୍ରଦେଶ ମୌଳିକ ଶିକ୍ଷା ପରିଷଦ । ଉତ୍ତରପ୍ରଦେଶ ମୌଳିକ ଶିକ୍ଷା ପରିଷଦର ସଚିବ ପ୍ରତାପ ସିଂ ବାଘେଲଙ୍କ ସରକାରୀ ବିବୃତ୍ତି ଅନୁସାରେ, ଗ୍ରୀଷ୍ମ ଛୁଟି ପରେ…

ରେଡ୍ ମିଟ ଖାଇଲେ ଜୀବନ ପ୍ରତି ବଢ଼ିଯାଏ ବିପଦ: ରିସର୍ଚ୍ଚରୁ ଆଶ୍ଚର୍ଯ୍ୟକର ଖୁଲାସା

ନୂଆଦିଲ୍ଲୀ: ଏକ ରିସର୍ଚ୍ଚ ଅନୁସାରେ, ରେଡ୍ ମିଟ୍ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ପ୍ରମାଣିତ ହୋଇଛି । ଏହାକୁ ଖାଇବା ଦ୍ୱାରା ଷ୍ଟ୍ରୋକରୁ ଆରମ୍ଭ କରି କ୍ୟାନ୍ସର ପର୍ଯ୍ୟନ୍ତ ବିପଦ ବଢ଼ିଯାଇଥାଏ । ମିଶିଗନ୍…

ଭାରତକୁ ବିପଦ ମଙ୍କିପକ୍ସ! ଜାଣନ୍ତୁ ଏ ନେଇ କେତେ ଦୂର ପ୍ରସ୍ତୁତ ରହିଛନ୍ତି ସରକାର?

ନୂଆଦିଲ୍ଲୀ: କରୋନା ପରେ ମଙ୍କିପକ୍ସ ଏବେ ଦେଶବାସୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏପର୍ଯ୍ୟନ୍ତ ୭୫ଟି ଦେଶର ମୋଟ ୧୬ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି । ତେବେ ଭାରତରୁ ଚିହ୍ନଟ ହୋଇଥିବା ୪ଟି କେସ…