୬୮ତମ ଜାତୀୟ ଫିଲ୍ମ ପୁରସ୍କାର: ଓଡ଼ିଶାରୁ କେହି ବି ନାହିଁ, କେବଳ ପୁସ୍ତକ ପାଇଁ ପାଇବେ ସୂର୍ଯ୍ୟ ଦେଓ
ନୂଆଦିଲ୍ଲୀ: ୬୮ତମ ଜାତୀୟ ଫିଲ୍ମ ପୁରସ୍କାର ଆଜି ନୂଆଦିଲ୍ଲୀର ଜାତୀୟ ମେଡ଼ିଆ ସେଣ୍ଟରଠାରେ ଘୋଷଣା କରାଯାଇଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏନେଇ ଆଜି ସକାଳେ ଟ୍ୱିଟ୍ କରି ସୂଚନା ଦେଇଥିଲେ ।…