ତାଳି ମାରନ୍ତୁ, ସୁସ୍ଥ ରୁହନ୍ତ..ନିରୋଗ ରହିବା ସହଜ ଉପାୟ, ଗବେଷଣାରୁ ହେଲା ସ୍ପଷ୍ଟ
ନୂଆଦିଲ୍ଲୀ: କୌଣସି ଇଭେଣ୍ଟଠାରୁ ଆରମ୍ଭ କରି ଖେଳ କୁଦ, ଧର୍ମ ସମ୍ମିଳନୀ ସବୁଠି ତାଳିବାର ଗୁରୁତ୍ୱ ରହିଛି । କିନ୍ତୁ ଆପଣ ଜାଣନ୍ତି କି ତାଳି ମାଣିଷର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ଉପକାରୀ ହୋଇଥାଏ । ଅନେକ…