ଗଜବ ପ୍ରେମ ନିଶା, ରାତି ଅଧରେ ପ୍ରେମିକର ଉଛୁଳିଲା ମନ, ଟିକେ ମାଲ ମାରି ୧୫ କିମି ଚାଲିଲା ପ୍ରେମିକ
ଉତ୍ତରପ୍ରଦେଶ: ପ୍ରେମ ନିଶା ଘାରିଲା ଯୁବକଙ୍କୁ। ରାତିରେ ପ୍ରେମିକଙ୍କୁ ଦେଖିବା ପାଇଁ ୧୫ କିଲୋମିଟର ଚାଲିଲେ ଯୁବକ। ଖାଲି ଏତିକିରେ କଥା ସରିନଥିଲା। ଯୁବକ ରାତିରେ ପ୍ରେମିକା ଘରେ ପହଞ୍ଚି ପିଟିଥିଲେ ଦୁଆର।…