ବଲାଙ୍ଗିର-ସୋନପୁର ମର୍ମନ୍ତୁଦ ଦୁର୍ଘଟଣା: ଇନ୍ସପେକ୍ଟର ସ୍ନିଗ୍ଧାରାଣୀଙ୍କୁ ଚାକିରିରୁ ବହିଷ୍କାର କଲେ DGP
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଲାଙ୍ଗିର-ସୋନପୁର ଜାତୀୟ ରାଜପଥରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣା ମାମଲାରେ ମହିଳା ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ । ଇନ୍ସପେକ୍ଟର ସୁନାଙ୍କୁ…