(Video) ମିଳୁନି ଆମ୍ବୁଲାନ୍ସ: ସାନଭାଇର ଶବକୁ କୋଳରେ ଧରି ରାସ୍ତା କଡ଼ରେ ବସିଛି ୮ବର୍ଷର ଶିଶୁ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ମୁରୈନାରୁ ସାମ୍ନାକୁ ଆସିଛି ଏକ ହୃଦୟ ବିଦାରକ ଦୃଶ୍ୟ । ଭିଡିଓରେ ଏକ ୮ ବର୍ଷର ଶିଶୁ ନିଜ ୨ ବର୍ଷ ସାନଭାଇର ଶବକୁ କୋଳରେ ଧରି ବସିଥିବା ଦେଖିବାକୁ ମିଳିଛି । ଶିଶୁର ପିତା ପୂଜାରାମ ଜାଟୱ…