‘ପାରାଙ୍କ ବିଦ୍ୟୁତ ଜମୱାଲ’! ଚଢେଇର ଏହି କାରନାମା ଦେଖି ଦେଖଣାହାରୀ ଦେଲେ ଏମିତି ନାଁ
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହେଉଛି। କିନ୍ତୁ ଏସବୁ ଭିଡିଓ ଭିତରୁ ବିଶେଷ କରି ଛୋଟ ପିଲା ଏବଂ ପଶୁପକ୍ଷୀମାନଙ୍କର ନଟଖଟ ଅନ୍ଦାଜ ଏବଂ କିଛି ଭିନ୍ନ କରିବାର ପ୍ରୟାସ ଅଧିକାଂଶ ଲୋକଙ୍କୁ…