SBI-HDFC-ICICI ବ୍ୟାଙ୍କର ଗ୍ରାହକଙ୍କ ପାଇଁ ବଡ଼ ଖବର: ସମସ୍ତ ବ୍ରାଞ୍ଚରେ ବଦଳିଯିବ ଏହି ନିୟମ!

ନୂଆଦିଲ୍ଲୀ: ସମସ୍ତ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ପାଇଁ ଆସିଛି ବଡ ଏବଂ ଗୁରୁତ୍ୱପୂର୍ଣ୍ଣ ଖବର । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦେଇଥିବା ପରାମର୍ଶକୁ କାର୍ଯ୍ୟକାରୀ କରିବା ପରେ ସମସ୍ତ ବ୍ୟାଙ୍କର କାର୍ଯ୍ୟ କରିବାର…

ଫଳ ଓ ପନିପରିବା ଉତ୍ପାଦନରେ ଓଡ଼ିଶାର ସ୍ଥାନ ଅନ୍ୟତମ: ଜାଣନ୍ତୁ ୧୦ ବର୍ଷରେ କେତେ ବଢିଛି ପନିପରିବା ଉତ୍ପାଦନ ?

ଭୁବନେଶ୍ୱର: ଉଦ୍ୟାନ କୃଷି ସଫଳତାର ସହ କୃଷକଙ୍କ ନିକଟରେ ପହଞ୍ଚି ପାରିଛି। ଜାତୀୟ ଉଦ୍ୟାନ ବୋର୍ଡ ତଥ୍ୟ ଅନୁଯାୟୀ ସର୍ବଭାରତୀୟସ୍ତରରେ ଫଳ ଓ ପନିପରିବା ଉତ୍ପାଦନରେ ଓଡ଼ିଶାର ସ୍ଥାନ ଅନ୍ୟତମ। କନ୍ଦମୂଳରେ ଓଡ଼ିଶା ପ୍ରଥମ…

ରାଶିଫଳ(ଗୁରୁବାର,୨୮ ଜୁଲାଇ,୨୦୨୨)

ମେଷ : ଆଜି ଆପଣ ସାଂସାରିକ ବିଷୟକୁ ଏକପାଖରେ ରଖିକରି ଆଧ୍ୟାତ୍ମିକତା ଆଡ଼କୁ ଧ୍ୟାନ ରହିବ। ଗଭୀର ଭାବନା ଏବଂ ମନ୍ଥନ ଆପଣଙ୍କୁ ଅଲୌକିକ ଅନୁଭୂତି କରାଇବ। ବାଣୀ ଉପରେ ନିୟନ୍ତ୍ରଣ ରଖିବା ବହୁତ ଭ୍ରାନ୍ତ ଧାରଣାରୁ…

(Video) ରାତି ଅଧରେ ଶୁଭେଚ୍ଛୁଙ୍କ ସାମ୍ନାକୁ ଆସିଲେ ‘ବାବୁସାନ୍’: କ୍ୟାମେରାରେ କଏଦ୍ ହେଲା ଦୃଶ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡର ବାବୁସାନ୍-ତୃପ୍ତି-ପ୍ରକୃତି କଳି ଥମିବାର ନାଁ ନେଉନାହିଁ । ବାବୁସାନଙ୍କର ଗୋଟିଏ ପଟେ ପତ୍ନୀ ତ ଆଉ ଗୋଟେ ପଟରେ ଅଛନ୍ତି ବାନ୍ଧବୀ । ଏହାରି ମଧ୍ୟରେ ଗତକାଲି ସବୁ ପ୍ରତୀକ୍ଷାରେ…

୩୯ ବର୍ଷ ପରେ ୱେଷ୍ଟଇଣ୍ଡିଜ ମାଟିରେ ଦିନିକିଆ ସିରିଜ ମୂଳପୋଛ କଲା ଭାରତ, ବର୍ଷ ଯୋଗୁ ଶୁଭମାନ ଗିଲ ଶତକରୁ ବଞ୍ଚିତ

ନୂଆଦିଲ୍ଲୀ: ଶିଖର ଧାୱନଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚକୁ ୧୧୯ ରନ୍ ରେ ଜିତି ଇତିହାସ ସୃଷ୍ଟି କରିଛି। ୧୯୮୩ ପରଠାରୁ ଭାରତ କାରିବିଆନ୍ ମାଟିରେ ଦ୍ୱିପାକ୍ଷିକ…

ବଦଳିବାକୁ ଯାଉଛି ସବୁଠାରୁ ବଡ଼ ଗ୍ରହର ଗତି: ୪ ମାସରେ ମାଲାମାଲ୍ ହେବେ ୩ ରାଶିର ଲୋକ

ନୂଆଦିଲ୍ଲୀ: ଗ୍ରହମାନଙ୍କର ଗତିବିଧିର ପ୍ରଭାବ ରାଶି ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ଏହାରି ମଧ୍ୟରେ ଗୁରୁଦେବ ବୃହସ୍ପତି ୨୯ ଜୁଲାଇରେ ମୀନ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଯେତେବେଳେ ବି ଏକ ଗ୍ରହ…

ଅର୍ପିତାଙ୍କ ଘରୁ ପୁଣି ମିଳିଲା ଟଙ୍କାର ‘ପାହାଡ’: ୨୦ କୋଟି ନଗଦ ସହ ୩ କିଲୋ ସୁନା ଜବତ

କୋଲକାତା: ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଘୋଟାଲାରେ ଅର୍ପିତା ମୁଖାର୍ଜୀଙ୍କ ସମସ୍ୟା ଆହୁରି ବଢ଼ିଯାଇଛି । ବୁଧବାର ଦ୍ୱିପହରରୁ ଇଡିର ଏକ ଟିମ୍ ତାଙ୍କର ଅନ୍ୟ ଏକ ଚଢ଼ାଉ ଜାରି ରଖିଛନ୍ତି । ଖବର ମିଳିଛି କି, ପୁଣିଥରେ…

CWG 2022: କେବେ ରହିଛି ଭାରତର ମ୍ୟାଚ? ଜାଣନ୍ତୁ ସମ୍ପୂର୍ଣ୍ଣ Schedule…

ନୂଆଦିଲ୍ଲୀ: ମାତ୍ର କେଇଟା ଘଣ୍ଟା ପରେ ଆରମ୍ଭ ହେବାକୁ ଯାଉଛି କମନୱେଲଥ ଗେମ । ଆସନ୍ତାକାଲିଠୁ ବର୍ମିଂହାମ ସହରରେ ଅନୁଷ୍ଠିତ ହେବ ଏହି ବିଶ୍ୱସ୍ତରୀୟ କ୍ରୀଡା ପ୍ରତିଯୋଗିତା । ତେବେ ଏହି ପ୍ରତିଯୋଗିତା ପାଇଁ ଭାରତର ମୋଟ…

UP BJP ପ୍ରଦେଶ ଅଧ୍ୟକ୍ଷଙ୍କ ଇସ୍ତଫା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଜେପି ପ୍ରଦେଶ ଅଧ୍ୟକ୍ଷ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତେଣୁ ଚଳିତ ସପ୍ତାହରେ ନୂଆ ପ୍ରଦେଶ ଅଧ୍ୟକ୍ଷଙ୍କ ନାମ ଘୋଷଣା ହୋଇପାରେ । ୟୁପି ବିଜେପି ପ୍ରଦେଶ ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂହ…

୩୦୦ଟି ଅଳିଆ ଗାଡ଼ିରେ ଲାଗିବ GPS Tracking System: ଆଉ ଖସି ପାରିବେନି, ନଜର ରଖିବ BMC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ ଖସିପାରିବେନି ଅଳିଆ ଗାଡ଼ି । ଘରକୁ ଘର ବୁଲି ଠିକ୍ ଭାବେ ଅଳିଆ ସଂଗ୍ରହ କରିବେ । ଏହା ଉପରେ ନଜର ରଖିବ ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ପ୍ରତ୍ୟେକ ଗାଡ଼ିରେ ଲାଗିବ ଜିପିଏସ୍…