ବାବୁସାନଙ୍କ ପ୍ରତିକ୍ରିୟାକୁ ନେଇ ଉତ୍ତର ରଖିଲେ ମାଆ ଅପରାଜିତା: ୨ ଦିନ ମାଗିଲେ ସମୟ

ଭୁବନେଶ୍ୱର: ଥମୁନି ବାବୁସାନ-ପ୍ରକୃତି ପ୍ରସଙ୍ଗରେ ଷ୍ଟାର କଳି । ଦିନକୁ ଦିନ ବାବୁସାନଙ୍କ ସମ୍ପର୍କର ସୂତାଖିଅ ଆହୁରି ଛନ୍ଦି ହୋଇ ଯାଉଛି । ତେବେ ଉଭୟ ଚେନ୍ନାଇ ଯିବା ପରେ ରାଜ୍ୟରେ ସେମାନଙ୍କ ସମ୍ପର୍କକୁ ନେଇ ମାମଲା…

(Video)ସମୟରେ ସ୍କୁଲ ନଆସିବାରୁ ଛାତ୍ରୀଙ୍କୁ ଟଏଲେଟ ସଫା କରାଇଲେ ଶିକ୍ଷକ: ଭିଡିଓ ଭାଇରାଲ ପରେ ହଙ୍ଗାମା

ନୂଆଦିଲ୍ଲୀ: କର୍ଣ୍ଣାଟକର ଗଡଗ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ନାଗଭି ବିଦ୍ୟାଳୟରେ ଛାତ୍ରୀମାନେ ଶୌଚାଳୟ ସଫା କରୁଥିବା ଦେଖିବାକୁ ମିଳିଛି । ଏବେ ଏହି ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି ।…

ନିଜ ଜିଲ୍ଲାର ୬୦ ଅତିଥିଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ଭାରତର ୧୫ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି ଦ୍ରୌପଦୀ ମୁର୍ମୁ। ପ୍ରଥମ ଆଦିବାସୀ ମହିଳା ଭାବରେ ସେ ଏହି ପଦବୀ ଅଳଙ୍କୃତ କରିଛନ୍ତି। ଆଦିବାସି ବହୁଳ ମୟୁରଭଞ୍ଜ ଜିଲ୍ଲାରେ ତାଙ୍କର ଜନ୍ମ।…

(Video) କଂଗ୍ରେସ ନେତାଙ୍କ ଚୁଟି ଝିଙ୍କି ଗାଡ଼ିରେ ବନ୍ଦ କଲା ପୋଲିସ: ୨ ଜଣଙ୍କୁ ସସପେଣ୍ଡ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଇଡିର ପଚରାଉଚରାକୁ ବିରୋଧ କରି ଦଳର ନେତାଙ୍କ ପ୍ରଦର୍ଶନ ଜାରି ରହିଛି । ଏହି ସମୟରେ ଦିଲ୍ଲୀରେ ଯୁବ କଂଗ୍ରେସର ଅଧ୍ୟକ୍ଷ ଶ୍ରୀନିବାସ ବିଭିଙ୍କୁ ପୋଲିସ ଗିରଫ କରିଛି…

ଦିଲ୍ଲୀ ପରେ ଏବେ ଏହି ରାଜ୍ୟରେ ଗଡିବ ନାହିଁ ପୁରୁଣା ଗାଡି, ବନ୍ଦ ହେବ ୭୦ ଲକ୍ଷ ବାହାନ

ନୂଆଦିଲ୍ଲୀ: ଦିଲ୍ଲୀ ପରେ ଏବେ ପଶ୍ଚିମବଙ୍ଗ ସଡକରେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡି ଗଡିବ ନାହିଁ। ବୁଧବାର ନ୍ୟାସନାଲ ଗ୍ରୀନ ଟ୍ରାଇବ୍ୟୁନାଲ(ଏନଜିଟି) ପଶ୍ଚିମବଙ୍ଗରେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡିକୁ ହଟାଇବାର ଆଦେଶ…

ଭାରତ-ଓ୍ଵେଷ୍ଟଇଣ୍ଡିଜ ଆଜି ଶେଷ ଦିନିକିଆ, ପଦାର୍ପଣ କରି ପାରନ୍ତି ଏହି ଖେଳାଳି

ନୂଆଦିଲ୍ଲୀ: ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମୁକାବିଲା ଆଜି ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ଦଳ ପାଇଁ ସେତେଟା ଗୁରୁତ୍ଵ ନୁହେଁ, କାରଣ ଦଳ ସିରିଜ୍ ନିଜ ନାମରେ କରି ସାରିଛି। ଦଳ…

ଏଲଆଇସି ପରେ ଆଉ ଏକ କମ୍ପାନୀର ଆଇପିଓ ଲଞ୍ଚ କରିବେ ସରକାର, ଜାଣନ୍ତୁ କେବେ କରିବେ ନିବେଶ

ମୁମ୍ବାଇ: ଭାରତୀୟ ଜୀବନ ବୀମା(ଏଲଆଇସି) ପରେ ଏବେ କେନ୍ଦ୍ର ସରକାର ଆଉ ଏକ ପ୍ରାରମ୍ଭିକ ସର୍ବସାଧାରଣ ଅଫର୍ (ଆଇପିଓ) ଲଞ୍ଚ କରିବାକୁ ପ୍ରସ୍ତୁତି କରୁଛନ୍ତି। ଯୋଜନା ଅନୁସାରେ ସବୁକିଛି ଠିକ୍ ରହିଲେ ଚଳିତ ବର୍ଷ ଶେଷ…

୨୪ ଘଣ୍ଟା ମିଳିବ ମାଗଣା ବିଦ୍ୟୁତ୍: ୨୫ ବର୍ଷ ପର୍ଯ୍ୟନ୍ତ ଆସବନି ବିଲ୍, ଶୀଘ୍ର ଉଠାନ୍ତୁ ଏହି ସରକାରୀ ଯୋଜନାର ଲାଭ

ନୂଆଦିଲ୍ଲୀ: ଏସି, ଫ୍ରିଜ୍ ଯୋଗୁଁ ଅଧିକ ବିଦ୍ୟୁତ୍ ବିଲ୍ ଆସୁଛି, ଯାହାକି ଲୋକଙ୍କ ପକେଟ ଖାଲି କରିଦେଉଛି । ଏହା ସହ ବିଦ୍ୟୁତ୍ କାଟ୍ ଲୋକଙ୍କୁ ସମସ୍ୟାରେ ପକାଉଛି । ଏପରି ପରିସ୍ଥିତିରେ ଆପଣଙ୍କୁ ସବୁଜ ଶକ୍ତି ଆଡକୁ…

ଆପ୍ ସାଂସଦ ସଞ୍ଜୟ ସିଂହ ରାଜ୍ୟସଭାରୁ ସସପେଣ୍ଡ, ନାରାବାଜି ଏବଂ କାଗଜ ଫାଡି ଫିଙ୍ଗିବାରୁ ମିଳିଲା ସଜା

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂହଙ୍କୁ ରାଜ୍ୟସଭାରୁ ଗୋଟିଏ ସପ୍ତାହ ପାଇଁ ନିଲମ୍ବନ କରାଯାଇଛି। ଏବେ ସେ ଗୁରୁବାର ଏବଂ ଶୁକ୍ରବାର ରାଜ୍ୟସଭାର ଗୃହକାର୍ଯ୍ୟରେ ଯୋଗ ଦେଇ ପାରିବେ ନାହିଁ। ସେ ଆସନ୍ତା…

ବ୍ୟକ୍ତିଙ୍କୁ ମିଳିଲା ୩୪୧୯ କୋଟି ଟଙ୍କାର ବିଲ୍, ଶୁଣିବା ମାତ୍ରେ ହସ୍ପିଟାଲରେ ଭର୍ତ୍ତି

ଗ୍ଵାଲିୟର: ଜଣେ ସାଧାରଣ ନାଗରିକ ହିସାବରେ ଆପଣ ସର୍ବାଧିକ ବିଜୁଳି ବିଲ୍ କେତେ ଶୁଣି ଥିବେ ? ୧୦ ହଜାର, ୫୦ ହଜାର ଏପରିକି ୫ ଲକ୍ଷ ? ହେଲେ ମଧ୍ୟ ପ୍ରଦେଶର ଗ୍ଵାଲିୟରରେ ବିଜୁଳି ବିଭାଗର ଏକ ଅଜବ କାରନାମା ସାମ୍ନାକୁ…