ମୃତ୍ୟୁ ପୂର୍ବରୁ ଇଞ୍ଜେକ୍ସନରେ ‘ରମ୍’: ଅସୁସ୍ଥ ବାପାଙ୍କୁ ମଦ ପିଆଇବାର ଭିଡିଓ ଭାଇରାଲ
ଓଡିଶା ଭାସ୍କର: ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କୁ ଇଞ୍ଜେକ୍ସନରେ ଦିଆଯାଉଛି ମଦ । ଯାହାର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଆଶ୍ଚର୍ଯ୍ୟକର ଘଟଣା ହେଉଛି ମଦ…