ବଡ଼ ଖବର! ଏହି ଚାଷୀଙ୍କୁ ମିଳିବନି ଦ୍ଵାଦଶ କିସ୍ତିର ୨୦୦୦ ଟଙ୍କା, ଜାଣନ୍ତୁ କ’ଣ ରହିଛି କାରଣ

ନୂଆଦିଲ୍ଲୀ: ପିଏମ କିଷାନ ସମ୍ମାନ ନିଧି ଯୋଜନା ଅଧିନରେ ଚାଷୀଙ୍କ ଆକାଉଣ୍ଟକୁ ଦ୍ଵାଦଶ କିସ୍ତି ଆସିବାକୁ ଯାଉଛି । ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ଅଧିନରେ ଚାଷୀଙ୍କ ଆକାଉଣ୍ଟକୁ ଏକାଦଶ କିସ୍ତି ପଠାସରିଛି । ଚାଷୀଙ୍କ…

ଯୁଦ୍ଧ ମଇଦାନକୁ ଓହ୍ଲାଇଲେ ‘ଦ ଗ୍ରେଟ’ ଖଲୀ: ଏଥର ବକ୍ସରେ ନୁହେଁ, ଟୋଲ ପ୍ଲାଜାରେ ହେଲା ଲଢେଇ

ନୂଆଦିଲ୍ଲୀ: ପୁଣିଥରେ ଯୁଦ୍ଧ ମଇଦାନକୁ କମବ୍ୟାକ କରିଛନ୍ତି ଭାରତର ପୂର୍ବତନ ଷ୍ଟାର ରେସଲର ଦ ଗ୍ରେଟ ଖଲୀ । କିନ୍ତୁ ରେସଲିଙ୍ଗ ବକ୍ସକୁ ନୁହେଁ । ଏବେ ଅନ୍ୟ ଏକ ଜାଗାରେ ତାଙ୍କୁ ମାରପିଟ କରୁତିବା ଦେଖିବାକୁ ମିଳିଛି ।…

ରାସନକାର୍ଡଧାରୀଙ୍କୁ ପ୍ରତିବର୍ଷ ମାଗଣାରେ ମିଳିବ ଏଲପିଜି ସିଲିଣ୍ଡର: ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଦେଶରେ ଦରଦାମ୍ ବଢ଼ୁଥିବା ବେଳେ ସାଧାରଣଲୋକଙ୍କ ପାଇଁ ଆସିଛି ବଡ଼ ଖବର । ଆପଣଙ୍କ ପାଖରେ ବର୍ଷକୁ ୩ଟି ଗ୍ୟାସ୍ ସିଲିଣ୍ଡର ପାଇବାର ସୁଯୋଗ ରହିଛି । ତେବେ ସରକାର ସରକାର ଗରିବ ଲୋକଙ୍କୁ ସବୁ ପ୍ରକାରରେ…

ବାପା ମାଆଙ୍କ ପାଇଁ ଅଲୋଡା ହେଲା ଶିଶୁ କନ୍ୟା: ଜଙ୍ଗଲରୁ ପିଲାକୁ ଉଦ୍ଧାର କଲା ପୋଲିସ୍

କେନ୍ଦୁଝର: ଏବେ ବି ଲୋକଙ୍କ ମନରେ ଭରି ରହିଛି ପୁଅ-ଝିଅ ଭେଦଭାବ । ଏବେ ବି ଲୋକାମନେ ଝିଅଙ୍କୁ ଅଯୋଗ୍ୟ ଏବଂ ଅଲୋଡା ମନେ କରୁଛନ୍ତି । ବିଭିନ୍ନ ସ୍ଥାନରେ ଶିଶୁକନ୍ୟାଙ୍କୁ ପିଙ୍ଗି ଦିଆଯାଉଥିବାର ଦେକିବାକୁ ମିଳିଥିବା…

ଡେଙ୍ଗୁ ଭଳି ରୋଗରୁ ମିଳିବ ମୁକ୍ତି! ICMR ବିକଶିତ କଲା ମଶା ମାରିବାର ଟେକନିକ୍

ପୁଡୁଚେରୀ: ମଶା କାମୁଡ଼ିବାକୁ ନେଇ ଚିନ୍ତାରେ ଥିବା ଲୋକମାନଙ୍କୁ ପାଇଁ ଖୁସି ଖବର । କାରଣ ପୁଡୁଚେରୀରେ ଥିବା ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର) ର ଅନୁସନ୍ଧାନ କେନ୍ଦ୍ର ବାକିଲସ୍…

ଆଜିଠୁ ଇଂଲଣ୍ଡ-ଭାରତ ଦିନିକିଆ ଲଢେଇ: ଟି-୨୦ ପରେ ଦିନିକିଆ ସିରିଜ ଉପରେ ଟିମ ଇଣ୍ଡିଆର ନଜର

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବାକୁ ଯାଉଛି ଇଂଲଣ୍ଡ-ଭାରତ ଦିନିକିଆ ସିରିଜ । ଟି-୨୦ ସିରିଜକୁ ୨-୧ରେ ଜିତିବା ପରେ ଏବେ ଦିନିକିଆ ସିରିଜକୁ କବଜା କରିବା ଲକ୍ଷ୍ୟରେ ଓହ୍ଲାଇବ ଟିମ ଇଣ୍ଡିଆ । ସେହିପରି ଟି-୨୦ ସିରିଜର ଶେଷ…

ରୁଚିକା ଅତ୍ମହତ୍ୟା ମାମଲା: ନ୍ୟାୟ ପାଇଁ ଲୋୟର ପିଏମଜିରେ ଧାରଣା ଦେଲେ ରୁଚିକାଙ୍କ ମା’

ଭୁବନେଶ୍ୱର: ବିଜେବି କଲେଜର ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରେ ଛାନଭିନ୍ ଜାରି ରହିଥିବା ବେଳେ ନ୍ୟାୟ ପାଇବାକୁ ପରିବାର ଓ ଛାତ୍ରଛାତ୍ରୀମାନେ ଧାରଣା ଦେଉଛନ୍ତି । ତେବେ ଗତକାଲି ଧାରଣାରେ ବସିଥିବା…

ଖୋର୍ଦ୍ଧାରୁ ୨୦୦ ତ’ କଟକରୁ ୧୧୦: ଜାଣନ୍ତୁ ଅନ୍ୟ ଜିଲ୍ଲାରୁ କେତେ ବାହାରିଲେ ପଜିଟିଭ ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଭାଇରସ୍ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଆଜିକାଲି ଦୈନିକ କରୋନା ସଂକ୍ରମଣ ୫ ଶହ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୫୦୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।…

ବଦଳିଲା ରେଳ ଚାଳନାର ନିୟମ: ସାମୟିକ ଏକ୍ସପ୍ରେସ ବଦଳରେ ଗଡିବ ପାସେଞ୍ଜର ଟ୍ରେନ

ଭୁବନେଶ୍ୱର: ସାମୟିକ ଏକ୍ସପ୍ରେସ ବଦଳରେ ଏବେ ଗଡିବ ପାସେଞ୍ଜର ଟ୍ରେନ୍ । ପରିସ୍ଥିତିର ସମୀକ୍ଷା ପରେ ନିଆଯାଇଛି ନିଷ୍ପତ୍ତି । ବିଶାଖାପାଟଣାରୁ ରାୟଗଡା , ପଲସା ଓ କରିଣ୍ଡୁଲକୁ ଗଡୁଥିଲା ୩ ସାମୟିକ ଏକ୍ସପ୍ରେସ ।…

ଆଜି ଶ୍ରୀବିଗ୍ରହଙ୍କ ପବିତ୍ର ନିଳାଦ୍ରୀ ବିଜେ: ରତ୍ନବେଦୀକୁ ଫେରିବେ ଚତୁର୍ଦ୍ଧା ମୁରତୀ

ଓଡ଼ିଶା ଭାସ୍କର: ୧୨ ଦିନର ଲୀଳାଖେଳା ସାରି ଆଜି ନିଳାଦ୍ରି ବିଜେ କରିବେ ଚତୁର୍ଦ୍ଧା ମୁରତୀ । ନବଦିନାତ୍ମକ ଯାତ୍ରା ପରେ ସୁନାବେଶ ଏବଂ ପରେ ଶେଷ ହୋଇଛି ମହାପ୍ରଭୁଙ୍କ ଅଧରପଣା ନୀତି । ଆଜି ରତ୍ନ ସିଂହାସନକୁ ବିଜେ…