୨୦୨୩ରେ ଚୀନ ନୁହେଁ, ଭାରତ ହୋଇପାରେ ସବୁଠୁ ଜନସଂଖ୍ୟା ବହୁଳ ଦେଶ: ୟୁଏନ

ନୂଆଦିଲ୍ଲୀ: ଜନସଂଖ୍ୟା ମାମଲାରେ ଭାରତ ଆସନ୍ତା ବର୍ଷ ଚୀନକୁ ପଛରେ ପକାଇପାରେ। ମିଳିତ ଜାତିସଂଘ ପକ୍ଷରୁ ସୋମବାର ଜାରି ରିପୋର୍ଟରେ ଏହି ଦାବି କରାଯାଇଛି। ରିପୋର୍ଟ ମୁତାବକ ୨୦୨୨ ନଭେମ୍ବର ମଧ୍ୟଭାଗ ସୁଦ୍ଧା ଦୁନିଆର…

(Video) ମିଳୁନି ଆମ୍ବୁଲାନ୍ସ: ସାନଭାଇର ଶବକୁ କୋଳରେ ଧରି ରାସ୍ତା କଡ଼ରେ ବସିଛି ୮ବର୍ଷର ଶିଶୁ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ମୁରୈନାରୁ ସାମ୍ନାକୁ ଆସିଛି ଏକ ହୃଦୟ ବିଦାରକ ଦୃଶ୍ୟ । ଭିଡିଓରେ ଏକ ୮ ବର୍ଷର ଶିଶୁ ନିଜ ୨ ବର୍ଷ ସାନଭାଇର ଶବକୁ କୋଳରେ ଧରି ବସିଥିବା ଦେଖିବାକୁ ମିଳିଛି । ଶିଶୁର ପିତା ପୂଜାରାମ ଜାଟୱ…

କୋର୍ଟ ଅବମାନନା ମାମଲାରେ ପଳାତକ ବିଜୟ ମାଲ୍ୟାଙ୍କୁ ଏତିକି ଟଙ୍କା ଜୋରିମାନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଅବମାନନା ମାମଲାରେ ବିଜୟ ମାଲ୍ୟାଙ୍କୁ ୪ ମାସ ସଜା ଶୁଣାଇଛନ୍ତି କୋର୍ଟ। କୋର୍ଟ ମାଲ୍ୟାଙ୍କ ଉପରେ ୨୦୦୦ ଟଙ୍କାର ଜୋରିମାନା ମଧ୍ୟ ଲଗାଇଛନ୍ତି। ସେହିପରି ଜୋରିମାନା ନଦେଲେ ଅତିରିକ୍ତ ଜେଲ…

ଉଦ୍ଧବ ଠାକରେଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ ଆଶ୍ଵସ୍ତି, ବିଧାନସଭା ବାଚସ୍ପତିଙ୍କୁ ନିଷ୍ପତ୍ତି ନେବା ଉପରେ ଲଗାଇଲେ ରୋକ୍

ନୂଆଦିଲ୍ଲୀ: ଉଦ୍ଧବ ଠାକରେଙ୍କ ନେତୃତ୍ଵାଧୀନ ଶିବସେନା ଗୋଷ୍ଠୀକୁ ସୁପ୍ରିମକୋର୍ଟରୁ ମିଳିଲା ବଡ ଆଶ୍ଵସ୍ତି। ଆବେଦନର ଶୁଣାଣି ନସରିବା ପର୍ଯ୍ୟନ୍ତ ମହାରାଷ୍ଟ୍ର ବିଧାନସଭାର ନବ ନିର୍ବାଚିତ ବାଚସ୍ପତି କୌଣସି…

ବିଜେବି କଲେଜର ଛାତ୍ରୀ ଆତ୍ମହତ୍ୟା ଘଟଣା: ରୁଚିକାଙ୍କ ମାଆଙ୍କୁ ରାସ୍ତାରୁ ଘୋଷାଡ଼ି ଘୋଷାଡ଼ି ନେଲା ପୋଲିସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେବି କଲେଜର ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରେ ଛାନଭିନ୍ ଜାରି ରହିଥିବା ବେଳେ ନ୍ୟାୟ ପାଇବାକୁ ପରିବାର ଓ ଛାତ୍ରଛାତ୍ରୀମାନେ ଧାରଣା ଦେଉଛନ୍ତି । ଏହାରି ମଧ୍ୟରେ ମୃତ…

ରାଜ୍ୟରେ ପୁଣି ଓପର ମୁହାଁ କରୋନା ଗ୍ରାଫ : ୨୪ ଘଣ୍ଟାରେ ୫୭୨ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଉପରମୁହାଁ ହେଉଛି କରୋନା ଗ୍ରାଫ । ଟ୍ରେଣ୍ଡ ଅନୁଯାଇ ଲଗାତାର ୩ ଦିନ ରାଜ୍ୟରେ ହେବ ୫୦୦ରୁ ଅଧିକ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୭୨ ନୂଆ…

ବିଦ୍ୟୁତ ଆଘାତରେ ଦନ୍ତା ହାତୀ ମୃତ, ମୃତଦେହକୁ ଜଗି ରହିଛି ଅନ୍ୟ ଏକ ହାତୀ

ଖୋର୍ଦ୍ଧା: ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ଦନ୍ତା ହାତୀର ଜୀବନ। ଜଙ୍ଗଲ ବାଟଦେଇ ଯାଉଥିବା ସମୟରେ ଟାନ୍ସଫର୍ମରେ ଲାଗି ହାତୀଟିର ମୃତ୍ୟୁ ହୋଇଛି। ତେବେ ମୃତ ହାତୀ ନିକଟରେ ଆଉ ଏକ ହାତୀ ଜଗି ରହିଥିବା ଦେଖିବାକୁ…

Video: ବିରାଟ କୋହଲିଙ୍କୁ ବାଦ୍ ଦେବା ପାଇଁ କପିଲ ଦେବ ଯୁକ୍ତି, ବିରାଟଙ୍କ ସପକ୍ଷରେ ବାହାରିଲେ ରୋହିତ

ନୁଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଅନ୍ତିମ ଟି-୨୦ ମ୍ୟାଚ୍‌ରେ ମଧ୍ୟ ବିରାଟ କୋହଲିଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି । ବିରାଟଙ୍କ ଖରାପ ପ୍ରଦର୍ଶନ ପରେ ମଧ୍ୟ ରୋହିତ ଶର୍ମା ବିରାଟ କୋହଲିଙ୍କ ସମର୍ଥନ କରି କପିଲ…

(Video) ଜଗା ଆଗରେ ପାପ! ବଡ଼ଦାଣ୍ଡରେ ଯୁବତୀଙ୍କୁ ଅସଦାଚରଣ କଲେ ସୁରକ୍ଷାକର୍ମୀ

ପୁରୀ (ଓଡ଼ିଶା ଭାସ୍କର): ସରିଲା ଶୀଜିଉଙ୍କ ସୁନାବେଶ । ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । କିନ୍ତୁ ଏହାରି ମଧ୍ୟରେ ବଡ଼ଦାଣ୍ଡରୁ ସାମ୍ନାକୁ ଆସିଛି ଏକ…

ଆଜି ଶ୍ରୀକ୍ଷେତ୍ରରେ ଶ୍ରୀବିଗ୍ରହଙ୍କ ନିକଟରେ ଲାଗି ହେବ ଅଧରପଣା….

ଓଡ଼ିଶା ଭାସ୍କର: ଜନ୍ମବେଦୀରେ ନବଦିନାତ୍ମକ ଲୀଳାଖେଳ ସାରି ଲେଉଟିଛନ୍ତି ଶ୍ରୀଜିଉ । ଗତକାଲି ଶ୍ରୀମନ୍ଦିର ସମ୍ମୁଖରେ ରଥାରୁଢ ଶ୍ରୀବିଗ୍ରହଙ୍କ ସୁନାବେଶ ନୀତି ଅନୁଷ୍ଠିତ ହୋଇଯାଇଛି । ତିନି ରଥ ଉପରେ ମହଣ ମହଣ ସୁନାରେ…