ପୋଲିସ ହାତରେ ରୁଚିକାଙ୍କ ପୋଷ୍ଟମର୍ଟମ ରିପୋର୍ଟ: ସେଦିନ ଏମିତି ହୋଇଥିଲା ମୃତ୍ୟୁ
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ରୁଚିକା ମୃତ୍ୟୁ ମାମଲାରେ ଆସିଛି ନୂଆ ତଥ୍ୟ । ପୋଲିସ ହାତରେ ଛାତ୍ରୀଙ୍କ ମୃତ୍ୟୁର ପୋଷ୍ଟମର୍ଟମ ରିପୋର୍ଟ ମିଳିଛି । ସେଦିନ ରୁଚିକାଙ୍କର କିପରି ମୃତ୍ୟୁ ହୋଇଥିଲା, ସେ ପ୍ରଶ୍ନର ଉତ୍ତର…