ନବୀନଙ୍କୁ ପ୍ରଶଂସାରେ ପୋତି ପକେଇଲେ ମୋଦୀ: ରାଜ୍ୟରେ ବଢୁଛି ବିଜେପି କର୍ମୀଙ୍କ ଅଡୁଆ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ମାହୋଲ ଗରମ ହେବାରେ ଲାଗିଛି । ଦ୍ୱିତୀୟ ସ୍ଥାନରେ ରହିଥିବା ବିଜେପି ବିଜେଡିକୁ ଗାଦିଚ୍ୟୁତ କରିବାର ସ୍ୱପ୍ନ ଦେଖୁଛି । ତେବେ ମୁଖ୍ୟମନ୍ତ୍ରୀ ନବୀନ…