ଭାରତରେ ଫିକା ପଡିବ କି ଖାଦ୍ୟର ସ୍ୱାଦ ? ଦେଶରେ ଏହି ଜିନିଷକୁ ଷ୍ଟକ୍ କରୁଛନ୍ତି ଲୋକେ

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଭୀଷଣ ଯୁଦ୍ଧ ଲାଗିରହିଛି । ଏହାରି ମଧ୍ୟରେ ରୋଷେଇ ଘର ସହିତ ଅନ୍ୟ ସାମଗ୍ରୀର ଦରଦାମ୍ ବଢ଼ିବାରେ ଲାଗିଛି । ଯୁଦ୍ଧ ମଧ୍ୟରେ ଖାଇବା ତେଲ ଓ ରୋଷଇ ଗ୍ୟାସ ଅଭାବର ଡର ଲୋକଙ୍କ ମଧ୍ୟରେ…

ଶ୍ରୁତି ମହାପାତ୍ରଙ୍କୁ ନାରୀ ଶକ୍ତି ପୁରସ୍କାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ସମାଜସେବୀ ଶ୍ରୁତି ମହାପାତ୍ରଙ୍କୁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରାଯାଇଛି । ଶ୍ରୁତିଙ୍କୁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।…

ମହିଳା ଦିବସ ଉପଲକ୍ଷେ ତାଜମହଲ ସମେତ ଏହିସବୁ ସ୍ଥାନକୁ ମାଗଣାରେ ମିଳିବ ଏଣ୍ଟ୍ରି

ନୂଆଦିଲ୍ଲୀ: ମାର୍ଚ୍ଚ ୮ ତାରିଖ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ତାଜମହଲ, ଆଗ୍ରା ଦୁର୍ଗ, ଫତେହପୁର ସିକ୍ରୀ ସମେତ ସମସ୍ତ ସ୍ମାରକୀରେ ପ୍ରବେଶ ନିଶୁଳ୍କ କରାଯାଇଛି । ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ)ର…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୦୮ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…

ଗାର୍ଲଫ୍ରେଣ୍ଡ ସବାଙ୍କ ପ୍ରେମରେ ଉବୁଟୁବୁ ହ୍ରିତିକ, କେବେ ହେବ ମ୍ୟାରେଜ୍

ନୂଆଦିଲ୍ଲୀ: ବଲିଉଡର ହଟ୍ ଡ୍ୟାନ୍ସିଂ ଷ୍ଟାର ହ୍ରିତିକ ରୋଶନ ବର୍ତ୍ତମାନ କାଫି ଚର୍ଚ୍ଚାରେ ରହିଛନ୍ତି । ଖୁବଶୀଘ୍ର ହ୍ରିତିକ ବିବାହ କରିବାକୁ ଯାଉଥିବା ଶୁଣାଯାଉଛି । ଗତ ୨୦୧୪ରେ ହ୍ରିତିକ ପତ୍ନୀ ସୁସେନ ଖାନଙ୍କ ଠାରୁ…

ଯୁକ୍ତ୨ ପରୀକ୍ଷା ଢାଞ୍ଚାରେ ଆସିଲା ପରିବର୍ତ୍ତନ, ୮୦%କୁ ବୃଦ୍ଧି ପାଇଲା ସଂକ୍ଷିପ୍ତମୂଳକ ପ୍ରଶ୍ନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯୁକ୍ତ୨ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ ହେବ। ବର୍ତ୍ତମାନର ପ୍ରଶ୍ନପତ୍ରରେ ସଂକ୍ଷିପ୍ତମୂଳକ ପ୍ରଶ୍ନକୁ ଅଧିକ ଗୁରୁତ୍ବ ଦିଆଯାଇଛି । ୨୦୨୦ ଶିକ୍ଷା ବର୍ଷ ପୂର୍ବରୁ ପ୍ରଶ୍ନପତ୍ରରେ ୬୦%…

‘ଭର୍ଜିନ୍ ନ ହୋଇଥିଲେ ଟଚ୍ ବି କରିବିନି’- ଏହା ଶୁଣିବା ପରେ ଯୁବତୀ ଭାଙ୍ଗିଦେଲେ ବିବାହ

ନୂଆଦିଲ୍ଲୀ: ୧୨ ବର୍ଷ ବୟସରେ ହରମାନ କୌର୍ ଜାଣିବାକୁ ପାଇଥିଲେ ଯେ, ସେ ପିସିଓଏସ୍ ବା ପଲିସିସଟିକ୍ ଓଭାରୀ ସିଣ୍ଡ୍ରୋମ୍ ଦ୍ୱାରା ଗ୍ରସ୍ତ ଅଛନ୍ତି । ଏହା ଏକ ଏପରି ରୋଗ ଯେଉଁଥିରେ ହରମୋନ୍ ଲେବଲ୍ ଉପରେ ପ୍ରଭାବ ପଡ଼ିଥାଏ…

୨୨ ବର୍ଷ ତଳେ ଭାରତୀୟ ବିମାନକୁ ଅପହରଣ କରିଥିବା ଆତଙ୍କୀ ମୃତ, ୧୯୯୯ରେ ୧୭୮ ଯାତ୍ରୀଙ୍କୁ ରଖିଥିଲା ବନ୍ଧକ

ନୂଆଦିଲ୍ଲୀ: ୧୯୯୯ ମସିହାରେ ଭାରତୀୟ ବିମାନକୁ ଅପହରଣ କରିଥିବା ଆତଙ୍କୀ ଜହୁରର ମୃତ୍ୟୁ ଘଟିଛି । ଦୁଇ ଜଣ ଆକ୍ରମଣକାରୀ ତା’ ଉପରକୁ ଗୁଳି ଚଳାଇବା ଫଳରେ ତା’ର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଜହୁର ନିଜ ଫେକ୍ ନେମ୍ ଜହିଦ…

ମହିଳା ଦିବସ ଉପଲକ୍ଷେ କ୍ରାଫ୍ଟ ମାଧ୍ୟମରେ ୨୦ ଫୁଟର ଇୟରିଂ ତିଆରି କଲେ ଯୁବତୀ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ହେଉଛି ଅନ୍ତର୍ଜାତୀୟ ମହିଳା ଦିବସ । ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ଏହି ଦିବସକୁ ପାଳନ କରାଯାଏ । ମହିଳା ମାନଙ୍କୁ ସମ୍ମାନ ଦେବା ପାଇଁ ଓ ସେମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର…

୧୩ ଦିନରେ ପହଞ୍ଚିଲା ରୁଷିଆ-ୟୁକ୍ରେନ ଲଢ଼େଇ: ଜାଣନ୍ତୁ ଆଜିର ଯୁଦ୍ଧର ୧୦ଟି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍

ନୂଆଦିଲ୍ଲୀ: ଆଜି ରୁଷିଆ ଓ ୟୁକ୍ରେନ ଯୁଦ୍ଧ ୧୩ ଦିନରେ ପହଞ୍ଚିଛି । ତେବେ ଇତିମଧ୍ୟରେ ଦୁଇଦେଶ ମଧ୍ୟରେ ତୃତୀୟ ଥର ପାଇଁ ଆଲୋଚନା ବିଫଳ ହୋଇଥିବା ବେଳେ ୟୁକ୍ରେନରେ ଲଗାତର ଭାବେ ଯୁଦ୍ଧର ତାଣ୍ଡବ ଜାରି ରହିଛି ।…