ବିଜେଡ଼ିର ବଡ଼ ବିଜୟ: ପ୍ରତାପ ଦେବ କହିଲେ- ‘ନିର୍ବାଚନରେ ବିଜ୍ଞାନକୁ ପ୍ରୟୋଗ କରିଛୁ’
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ଗଣତିର ଆଜି ଦ୍ୱିତୀୟ ଦିନ ହୋଇଥିବା ବେଳେ ବିଜେଡ଼ିର ବିଜୟ ଦେଖିବାକୁ ମିଳିଛି । ପଞ୍ଚାୟତ ଫଳାଫଳକୁ ନେଇ ବିଜେଡି ବିଧାୟକ ପ୍ରତାପ ଦେବ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି…