ନାଗରିକଙ୍କ ରକ୍ଷା ପାଇଁ ବିଳମ୍ବିତ ରାତିରେ ସଡ଼କ ଉପରେ ବୁଲିଲେ ରାଷ୍ଟ୍ରପତି ଜେଲେସ୍କି, Video ଜାରି କରି କହିଲେ ଏପରି
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଲଗାତର ଆକ୍ରମଣ ଜାରି ରହିଛଇ । ଇତି ମଧ୍ୟରେ ଅନେକ ବିଲ୍ଡିଂ, ଘର, ରାସ୍ତାଘାଟ, ବ୍ରିଜ୍, ସେନା ଆଡ୍ଡା, ଏୟାରବେସ୍ ଆଦି ଧ୍ୱଂସ ହୋଇଯାଇଛି । ଦେଶରେ ବର୍ତ୍ତମାନ ହାହାକାର ପରିସ୍ଥିତି ଲାଗି…